ಅರ್ಥ : ବସାଇବାର କ୍ରିୟା
							ಉದಾಹರಣೆ : 
							ଯନ୍ତ୍ରପାତିର ଅଂଶକୁ ବସାଇବାପାଇଁ କାରିଗରକୁ ଅସୁବିଧା ହେଉଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସଂଖ୍ୟାମାନଙ୍କର ଯୋଗଫଳ ନିରୂପଣ କରିବା
							ಉದಾಹರಣೆ : 
							ଛାତ୍ର ଦଶକ ସଂଖ୍ୟାଗୁଡ଼ିକୁ ବହୁତ ସହଜରେ ଯୋଗ କରିଦେଲା
							
ಸಮಾನಾರ್ಥಕ : ମିଶାଣ କରିବା, ମିଶେଇଦେବା, ଯୋଗକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାଠ ଆଦିରେ କଣାକରି ଅନ୍ୟ ଖଣ୍ଡେକାଠକୁ ସେଥିରେ ପୁରାଇବା ବା ପ୍ରବିଷ୍ଟ କରାଇବା
							ಉದಾಹರಣೆ : 
							ବଢ଼େଇ ଖଟ ତିଆରି କରିବାପାଇଁ ଏକ କାଠକୁ ଅନ୍ୟ ଖଣ୍ଡେକାଠରେ ଯୋଡ଼ୁଛି
							
ಸಮಾನಾರ್ಥಕ : ସଂଲଗ୍ନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
लकड़ी आदि में छेद करके दूसरी लकड़ी का सिरा उसमें घुसाना या प्रविष्ट कराना।
बढ़ई खाट बनाने के लिए एक लकड़ी को दूसरी लकड़ी में सालता है।ಅರ್ಥ : କୋଣସି ଅନ୍ୟ ଜିନିଷର ଶେଷରେ ଲଗାଇବା ବା ଯୋଗ କରିବା
							ಉದಾಹರಣೆ : 
							ହାର ତିଆରି କରିବାପାଇଁ ସେ ସୁନା ତାରଗୁଡ଼ିକୁ ଯୋଡ଼ିଲା
							
ಸಮಾನಾರ್ಥಕ : ସଂଲଗ୍ନକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी दूसरे के साथ अंत में लगाना या सटाना।
हार बनाने के लिए उसने सोने के तारों को संलग्न किया।Cause to be attached.
attach