ಅರ್ಥ : ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାର କ୍ରିୟା
							ಉದಾಹರಣೆ : 
							ରାମଙ୍କ ଅଯୋଦ୍ଧା ପ୍ରସ୍ଥାନ କରିବାର ସମାଚାର ଶୁଣି ସମସ୍ତ ନଗରବାସୀଙ୍କୁ ଗଭୀର ଆଘାତ ଲାଗିଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ପ୍ରାଣୀ, ବସ୍ତୁ ଆଦି ଏକ ସ୍ଥାନରୁ ଅନ୍ୟ ସ୍ଥାନରେ ପହଞ୍ଚିବା ପାଇଁ ଯାତ୍ରାକରିବା
							ಉದಾಹರಣೆ : 
							ମନ୍ତ୍ରୀ ମହୋଦୟ ଏବେ ଏଠାରୁ ପ୍ରସ୍ଥାନ କରିବେ
							
ಸಮಾನಾರ್ಥಕ : ଗମନକରିବା, ପ୍ରସ୍ଥାନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी प्राणी का एक स्थान से दूसरे स्थान पर पहुँचने के लिए चलना।
मंत्री महोदय अब यहाँ से जाएँगे।ಅರ್ಥ : ବୁଲିବାପାଇଁ କୌଣସି ସ୍ଥାନକୁ ଯିବା
							ಉದಾಹರಣೆ : 
							ଆପଣ କେବେ ଆମେରିକା ଯାଇଛନ୍ତି?
							
ಸಮಾನಾರ್ಥಕ : ବୁଲିଯିବା, ଭ୍ରମଣ କରିବା, ଯାତ୍ରା କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବ୍ୟାପ୍ତ ହେବା ବା ବ୍ୟବହାରଯୋଗ୍ୟ ହେବା
							ಉದಾಹರಣೆ : 
							ଏହି ରାସ୍ତା କେଉଁ ଆଡକୁ ଯାଇଛି?
							
ಸಮಾನಾರ್ಥಕ : ପ୍ରସାରିତ ହେବା, ବ୍ୟାପ୍ତ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏକ ବିଶେଷ ବିନ୍ଦୁ ପରେ ବା ଦୁଇଟି ବିନ୍ଦୁ ପର୍ଯ୍ୟନ୍ତ ବିସ୍ତାରିତ ହେବା, ଯିବା ବା ବିସ୍ତୃତ ହେବା
							ಉದಾಹರಣೆ : 
							ତା ବୁଦ୍ଧି ବେଶୀଦୂର ପର୍ଯ୍ୟନ୍ତ ଯାଏନାହିଁ
							
ಸಮಾನಾರ್ಥಕ : ଗମନ କରିବା, ଚାଲିବା, ଦୌଡିବା, ବିସ୍ତାରିତ ହେବା, ବିସ୍ତୃତ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :