ಅರ್ಥ : ବୋଝ ଉଠାଇବା ସମୟରେ ମୁଣ୍ଡ ଉପରେ ରଖାଯାଉଥିବା କନା ତିଆରି ଛୋଟ ଗୋଲ ଗଦି
							ಉದಾಹರಣೆ : 
							ଚାଷୀ ବୋଝ ଉଠାଇବାପାଇଁ ମୁଣ୍ଡ ଉପରେ ମୁଚୁଳା ରଖିଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗାଡ଼ିରେ ଯୋଚା ଘୋଡ଼ାର ବେକ ଉପରେ ଲଦାଯାଇଥିବା ଅଣ୍ଡାକାର ବସ୍ତୁ
							ಉದಾಹರಣೆ : 
							ମୁଚୁଳା ରଖି ରଖି ଘୋଡ଼ାର ବେକ ଲୋମ ଝଡ଼ି ଗଲାଣି
							
ಇತರ ಭಾಷೆಗಳಿಗೆ ಅನುವಾದ :
गाड़ी में जुते हुए घोड़े की गर्दन पर रखी जानेवाली अंडाकार वस्तु।
कंधेली रखते-रखते घोड़े की गरदन के बाल झड़ गए हैं।