ಅರ್ಥ : ବ୍ୟବସାୟଦୃଷ୍ଟିରୁ ଶୁଖିଲା ଖାଦ୍ୟର ନିର୍ଣ୍ଣିତ ଭାଗରେ ପ୍ରସ୍ତୁତ ଗୋଟିଏ ମିଶ୍ରଣ
							ಉದಾಹರಣೆ : 
							ସେ ମିଶ୍ରଣକୁ ପାଣିରେ ମିଶାଇ ଫୁଟାଉଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
* व्यावसायिक रूप से सूखे खाद्यों के घटकों का बनाया हुआ मिश्रण।
वह मिक्स को पानी में मिलाकर उबाल रही है।ಅರ್ಥ : ଏକ ସାମାଜିକ ବା ବାଣିଜିକ ସମ୍ବନ୍ଧ
							ಉದಾಹರಣೆ : 
							ସେ ଦେଶର ଜଣାଶୁଣା ବ୍ରାଣ୍ଡ ସହିତ ମିଶ୍ରଣ ପାଇଁ ଚିନ୍ତା କରୁଛି
							
ಸಮಾನಾರ್ಥಕ : ଏକୀକରଣ, ଟାଇ-ଅପ୍, ଟାଇଅପ୍, ମିଳନ, ସାଯୋଗସାଧନ
ಇತರ ಭಾಷೆಗಳಿಗೆ ಅನುವಾದ :
A social or business relationship.
A valuable financial affiliation.ಅರ್ಥ : ଦ୍ରବଣରେ କୌଣସି ବସ୍ତୁକୁ ଗୋଳାଇବାର ପ୍ରକ୍ରିୟା
							ಉದಾಹರಣೆ : 
							ଜଳରେ ଚିନିର ମିଶ୍ରଣରୁ ସରବତ ହୁଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏକରୁ ଅଧିକ ବସ୍ତୁ ଏକାଠି ମିଶିବାର ପ୍ରକ୍ରିୟା
							ಉದಾಹರಣೆ : 
							ଅମ୍ଳ ଓ କ୍ଷାରର ସଂଯୋଗରେ ଲବଣ ସୃଷ୍ଟି ହୁଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଭଲରୂପେ ଅବା ପୂରାମାତ୍ରାରେ ଗୋଳାଇବାର କାର୍ଯ୍ୟ
							ಉದಾಹರಣೆ : 
							ଜଳରେ ଲୁଣ ଗୋଳାଇବା ପରେ ଏଥିରେ ଅଳ୍ପ ମିଠା ପକାଅ
							
ಇತರ ಭಾಷೆಗಳಿಗೆ ಅನುವಾದ :
अच्छी तरह से या पूरी तरह से गलने या पिघलने की क्रिया।
घी के विगलन के पश्चात् उसे आटे में मिला दें।ಅರ್ಥ : କୌଣସି ରାଜ୍ୟ ବା ଅଞ୍ଚଳର ଆଖପାଖ ସରକାରୀ ଅଥବା ଅନ୍ୟ ବଡ଼ ରାଷ୍ଟ୍ର ବା ରାଜ୍ୟ ସହିତ ମିଶି ଏକତ୍ର ହୋଇଯିବା ପ୍ରକ୍ରିୟା
							ಉದಾಹರಣೆ : 
							ସ୍ୱାଧୀନ ଭାରତରେ ଅନେକ ରାଜ୍ୟର ମିଶ୍ରଣ ହୋଇଥିଲା
							
ಸಮಾನಾರ್ಥಕ : ସମ୍ମିଶ୍ରଣ
ಇತರ ಭಾಷೆಗಳಿಗೆ ಅನುವಾದ :
The act of joining together as one.
The merging of the two groups occurred quickly.