ಅರ್ಥ : ନାଟକରେ କୌଣସି ପାତ୍ରର ଅଭିନୟ
							ಉದಾಹರಣೆ : 
							ଏହି ସିନେମାରେ ଅମିତାଭଙ୍କ ଭୂମିକା ଜୋରଦାର ହେଇଛି  ଏହି ନାଟକରେ ସେ ଖଳନାୟକର ଭୂମିକାରେ ଅବତୀର୍ଣ୍ଣ ହୋଇଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
An actor's portrayal of someone in a play.
She played the part of Desdemona.ಅರ್ಥ : କୌଣସି ପୁସ୍ତକଆଦିର ଆରମ୍ଭରେ ଥିବା ବକ୍ତବ୍ୟ ଯେଉଁଥିରୁ ସେ ପୁସ୍ତକରେ ନିହିତ ବିଷୟ ସଂପର୍କରେ ଜାଣିହୁଏ
							ಉದಾಹರಣೆ : 
							ଏହି ପୁସ୍ତକର ଭୂମିକା ବହୁତ ଭବିଚିନ୍ତି ଲେଖାଯାଇଛି
							
ಸಮಾನಾರ್ಥಕ : ଅବତରଣିକା, ଆମୁଖ, ପ୍ରସ୍ତାବନା, ପ୍ରାକ୍ କଥା, ପ୍ରାକ୍-ଭାଷ, ମୁଖବନ୍ଧ
ಇತರ ಭಾಷೆಗಳಿಗೆ ಅನುವಾದ :