ಅರ್ಥ : କୌଣସି ସମ୍ପତ୍ତି କିମ୍ବା ସେଥିରୁ ହେଉଥିବା ଆୟର ଭାଗ ବା ଅଂଶ
							ಉದಾಹರಣೆ : 
							ସେ ମୋ ଭାଗ ମଧ୍ୟ ଖାଇଗଲା  ସେଥିରେ ମୋର ମଧ୍ୟ ଭାଗ ଅଛି
							
ಸಮಾನಾರ್ಥಕ : ଅଂଶ
ಇತರ ಭಾಷೆಗಳಿಗೆ ಅನುವಾದ :
Assets belonging to or due to or contributed by an individual person or group.
He wanted his share in cash.ಅರ್ಥ : ସମଷ୍ଟି ବା ସମୂହର କିଛି ଅଂଶ
							ಉದಾಹರಣೆ : 
							ଏହାର ମଧ୍ୟ ଭାଗ ଟିକେ ମୋଟା
							
ಸಮಾನಾರ್ಥಕ : ଅଂଶ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ସଂଖ୍ୟାକୁ ଦ୍ୱିତୀୟ ସଂଖ୍ୟା ଦ୍ୱାରା ଭାଗ କରିବା କାମ
							ಉದಾಹರಣೆ : 
							ଆଜି ଶ୍ରେଣୀରେ ଗଣିତର ଭାଗକ୍ରିୟା ଶିଖାଯିବ
							
ಸಮಾನಾರ್ಥಕ : ବିଭାଗ, ବିଭାଜନ, ଭାଗ କାର୍ଯ୍ୟ, ଭାଗକର୍ମ, ଭାଗକ୍ରିୟା, ହରଣ, ହରିବା, ହରିବା କାମ, ହରିବା କାର୍ଯ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :
An arithmetic operation that is the inverse of multiplication. The quotient of two numbers is computed.
divisionಅರ್ಥ : କୌଣସି ଲମ୍ବ ବା ଚଉଡ଼ା ଅଂଶ ଥିବା ଏକ ସ୍ଥଳ ଭାଗ
							ಉದಾಹರಣೆ : 
							ଆକାଶକ୍ଷେତ୍ରରେ ଖଗୋଳିୟ ପିଣ୍ଡ ଥାଏ ଏହା ଭାରତର କୃଷି ଉତ୍ପାଦକ କ୍ଷେତ୍ର
							
ಸಮಾನಾರ್ಥಕ : କ୍ଷେତ୍ର
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ଜମିଦାରୀରେ ଯେତେ ଭୂଭାଗ ଜଣେ ଅଂଶୀଦାରର ଅଧିକାରରେ ଥାଏ
							ಉದಾಹರಣೆ : 
							ଅଂଶର ଭାଗବଣ୍ଟାକୁ ନେଇ ମହେଶର ପିଲାମାନେ ପରସ୍ପର ମଧ୍ୟରେ ଝଗଡ଼ା କରୁଛନ୍ତି
							
ಸಮಾನಾರ್ಥಕ : ଅଂଶ
ಇತರ ಭಾಷೆಗಳಿಗೆ ಅನುವಾದ :
किसी जमींदारी का उतना भूभाग जितना एक पट्टीदार के अधिकार में हो।
पट्टी के बँटवारे को लेकर महेश के लड़के आपस में लड़ते रहते हैं।ಅರ್ಥ : ବିଭକ୍ତ ହେବା ବା ବାଣ୍ଟିବା ଦ୍ୱାରା ମିଳୁଥିବା ଅଂଶ
							ಉದಾಹರಣೆ : 
							ମୁଁ ମୋ ଭାଗ ମଧ୍ୟ ଭାଇକୁ ଦେଇଦେଲି
							
ಇತರ ಭಾಷೆಗಳಿಗೆ ಅನುವಾದ :
Assets belonging to or due to or contributed by an individual person or group.
He wanted his share in cash.ಅರ್ಥ : କୌଣସି ବସ୍ତୁର ଦୃଢ଼ ଖଣ୍ଡ
							ಉದಾಹರಣೆ : 
							ଏହି ମନ୍ଦିର ବଡ଼ବଡ଼ ଶିଳା ଖଣ୍ଡରେ ତିଆରିଏହି ମନ୍ଦିର ପଥରର ବଡ଼ବଡ଼ ଖଣ୍ଡରେ ତିଆରି
							
ಇತರ ಭಾಷೆಗಳಿಗೆ ಅನುವಾದ :
A solid piece of something (usually having flat rectangular sides).
The pyramids were built with large stone blocks.ಅರ್ಥ : ଅଙ୍ଗ ବା ଅବୟବରୁ କୌଣସି ଗୋଟିଏ ଯାହାକୁ ଯୋଗକଲେ କୌଣସି ଜିନିଷ ତିଆରି ହୁଏ
							ಉದಾಹರಣೆ : 
							ଏହି ଯନ୍ତ୍ରର ସବୁ ଅଂଶ ଗୋଟିଏ କାରଖାନାରେ ତିଆରି ହୋଇଛି  ଏହାର ଆର ପାଦରେ ଆମେମାନେ ଆପଣମାନଙ୍କୁ ଏକ ନାଟକ ଦେଖାଇବୁ
							
ಸಮಾನಾರ್ಥಕ : ଅଂଶ, ଖଣ୍ଡ, ଖଣ୍ଡିତାଂଶ, ଚରଣ, ପାଦ, ବିଭାଗ
ಇತರ ಭಾಷೆಗಳಿಗೆ ಅನುವಾದ :
Something determined in relation to something that includes it.
He wanted to feel a part of something bigger than himself.ಅರ್ಥ : ଅଲଗା ଅଲଗା ଭାଗ ବା ଅଂଶରେ ବାଣ୍ଟିବା କାର୍ଯ୍ୟ ବା ଭାବ
							ಉದಾಹರಣೆ : 
							ରାମ ତା ଦୁଇପୁଅଙ୍କ ନିମନ୍ତେ ଘରକୁ ବିଭାଜନ କରିଦେଲେ
							
ಸಮಾನಾರ್ಥಕ : ବିଭାଜନ
ಇತರ ಭಾಷೆಗಳಿಗೆ ಅನುವಾದ :
The act of dividing or partitioning. Separation by the creation of a boundary that divides or keeps apart.
division, partition, partitioning, sectionalisation, sectionalization, segmentationಅರ್ಥ : ଅନ୍ୟକୁ ଜମି ଦେବାର ସେହି ରୀତି ଯେଉଁଥିରେ ଚାଷୀ ଜମି ମାଲିକକୁ ଉତ୍ପାଦନର ନିର୍ଦ୍ଧାରିତ ଅଂଶ ଦେଇଥାଏ
							ಉದಾಹರಣೆ : 
							ମାଇକୁ  ତାର ସବୁ ବିଲ ଭାଗକୁ ଦେଇଦେଇଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି କାର୍ଯ୍ୟରେ ସମ୍ମିଳିତ ହେବାର ପ୍ରକ୍ରିୟା
							ಉದಾಹರಣೆ : 
							ସେ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି
							
ಇತರ ಭಾಷೆಗಳಿಗೆ ಅನುವಾದ :
किसी कार्य में भागीदार होने की क्रिया।
मुझे इस प्रतियोगिता में भाग लेने से कोई नहीं रोक सकता।