ಅರ್ಥ : ତେଲ ବା ଘିଅରେ ତିଆରି ହୋଇଥିବା ଖାଦ୍ୟ
							ಉದಾಹರಣೆ : 
							ପର୍ବପର୍ବାଣିରେ ମାଲପୁଆ, ପୁରୀ ଆଦି ନାନା ରକମର ଖାଦ୍ୟ ତିଆରି କରାଯାଏ
							
ಸಮಾನಾರ್ಥಕ : ଖାଦ୍ୟ, ପାକ୍, ରୋଷେଇ
ಇತರ ಭಾಷೆಗಳಿಗೆ ಅನುವಾದ :
तेल या घी में पकाया हुआ खाद्य।
त्योहारों में मालपुआ, पूरी आदि तरह-तरह के पकवान बनते हैं।ಅರ್ಥ : ଭାତ, ରୁଟିଆଦି ସହିତ ଖିଆଯାଉଥିବା ପଦାର୍ଥ
							ಉದಾಹರಣೆ : 
							ପର୍ବପର୍ବାଣୀରେ ଭିନ୍ନ ଭିନ୍ନ ପ୍ରକାର ବ୍ୟଞ୍ଜନ ତିଆରି ହୁଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
चावल, रोटी आदि के साथ खाये जाने वाले पदार्थ।
त्योहारों में तरह-तरह के व्यंजन बनाए जाते हैं।ಅರ್ಥ : ରୋଷେଇ ହୋଇଥିବା ମସଲାଦାର ବା ପାଣିଆ ତରକାରୀ
							ಉದಾಹರಣೆ : 
							ଖାଦ୍ୟରେ ଗୋଟିଏ ତରକାରି ଆଉ ଗୋଟିଏ ଭଜା ତାଙ୍କର ନିହାତି ଆବଶ୍ୟକ
							
ಇತರ ಭಾಷೆಗಳಿಗೆ ಅನುವಾದ :
(East Indian cookery) a pungent dish of vegetables or meats flavored with curry powder and usually eaten with rice.
curry