ಅರ್ಥ : କୌଣସି ନାମରେ ଜଣାଯିବା
							ಉದಾಹರಣೆ : 
							ଲୋକ ଗାନ୍ଧୀଙ୍କୁ ବାପୁ ମଧ୍ୟ କହନ୍ତି
							
ಸಮಾನಾರ್ಥಕ : କହିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମୁହଁରେ ବ୍ୟକ୍ତ ଏବଂ ସ୍ପଷ୍ଟ ଧ୍ୱନି ବାହାରିବା
							ಉದಾಹರಣೆ : 
							ସୀମା ‘ଡ’ କୁ ‘ର’ କହେ
							
ಸಮಾನಾರ್ಥಕ : ଉଚ୍ଚାରଣ କରିବା, ଉଚ୍ଚାରିବା, କହିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହାରି ବିଷୟରେ ନିଶ୍ଚିତତା ଓ ଆତ୍ମବିଶ୍ୱାସ ସହିତ କିଛି ସକାରାତ୍ମକ ବିବରଣୀ ଦେବା
							ಉದಾಹರಣೆ : 
							ସେ ଭଲଲୋକ ନୁହେଁ ବୋଲି ମୁଁ ତୁମକୁ କହିଥିଲି
							
ಸಮಾನಾರ್ಥಕ : କହିବା, ବିବରଣୀଦେବା, ବ୍ୟକ୍ତକରିବା, ସ୍ପଷ୍ଟକରିବା
ಇತರ ಭಾಷೆಗಳಿಗೆ ಅನುವಾದ :