ಅರ್ಥ : ବେଦଖଲ ହେବା
							ಉದಾಹರಣೆ : 
							ଖଜଣା ଦେଇନଥିବା ଚାଷିମାନଙ୍କୁ ବେଦଖଲ କରିବାର ନିର୍ଦେଶ ଜାରି କରାଯାଇଛି
							
ಸಮಾನಾರ್ಥಕ : ଦଖଲହୀନ
ಇತರ ಭಾಷೆಗಳಿಗೆ ಅನುವಾದ :
The expulsion of someone (such as a tenant) from the possession of land by process of law.
dispossession, eviction, legal ousterಅರ್ಥ : ଯାହାର ଦଖଲ, କବ୍ଜା ବା ଅଧିକାର ହଟାଇ ଦିଆଯାଇଛି
							ಉದಾಹರಣೆ : 
							ଜମିଦାର କୃଷକକୁ ତାହାର ଜମିରୁ ବେଦଖଲ କରିଦେଲେ
							
ಸಮಾನಾರ್ಥಕ : ଅଧିକାରଚ୍ୟୁତ, ଦଖଲହୀନ, ସତ୍ୱଲୋପ
ಇತರ ಭಾಷೆಗಳಿಗೆ ಅನುವಾದ :
जिसका दखल, कब्जा या अधिकार हटा दिया गया हो।
जमींदार ने किसान को उसकी जमीन से बेदखल कर दिया।