ಅರ್ಥ : ବୌଦ୍ଧଭିକ୍ଷୁମାନେ ବସବାସ କରୁଥିବା ସ୍ଥାନ
							ಉದಾಹರಣೆ : 
							ଏହି ବୌଦ୍ଧ ବିହାରର ଦେଖାଶୁଣା ଜଣେ ବୌଦ୍ଧଭିକ୍ଷୁ କରୁଛନ୍ତି
							
ಸಮಾನಾರ್ಥಕ : ଚୈତ୍ୟ, ବୌଦ୍ଧ ବିହାର, ବୌଦ୍ଧ ମଠ
ಇತರ ಭಾಷೆಗಳಿಗೆ ಅನುವಾದ :
बौद्ध भिक्षुओं के रहने की जगह।
इस बौद्ध विहार की देख-रेख एक बौद्ध भिक्षु ही करते हैं।ಅರ್ಥ : କେବଳ ମନକୁ ଆନନ୍ଦଦେବାପାଇଁ କରାଯାଉଥିବା କାର୍ଯ୍ୟ
							ಉದಾಹರಣೆ : 
							ପିଲାମାନେ ପାଣିରେ ଖେଳୁଛନ୍ତି
							
ಸಮಾನಾರ್ಥಕ : ଆମୋଦପ୍ରମୋଦ, କେଳି, କୌତୁକ, କ୍ରୀଡା, ଖେଳ, ବିନୋଦ
ಇತರ ಭಾಷೆಗಳಿಗೆ ಅನುವಾದ :
Activities that are enjoyable or amusing.
I do it for the fun of it.