ಅರ್ಥ : ଭାଙ୍ଗିବା, ଖଣ୍ଡିତ ହେବା ବା ବିଭାଜିତ ହେବାର ପ୍ରକ୍ରିୟା
							ಉದಾಹರಣೆ : 
							କୌଣସି ନା କୌଣସି ସମାଜର ବିଘଟନ ତାକୁ ଦୁର୍ବଳ କରିଦିଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ସଂଖ୍ୟାକୁ ଦ୍ୱିତୀୟ ସଂଖ୍ୟା ଦ୍ୱାରା ଭାଗ କରିବା କାମ
							ಉದಾಹರಣೆ : 
							ଆଜି ଶ୍ରେଣୀରେ ଗଣିତର ଭାଗକ୍ରିୟା ଶିଖାଯିବ
							
ಸಮಾನಾರ್ಥಕ : ବିଭାଗ, ଭାଗ, ଭାଗ କାର୍ଯ୍ୟ, ଭାଗକର୍ମ, ଭାଗକ୍ରିୟା, ହରଣ, ହରିବା, ହରିବା କାମ, ହରିବା କାର୍ଯ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :
An arithmetic operation that is the inverse of multiplication. The quotient of two numbers is computed.
divisionಅರ್ಥ : ଅଲଗା ଅଲଗା ଭାଗ ବା ଅଂଶରେ ବାଣ୍ଟିବା କାର୍ଯ୍ୟ ବା ଭାବ
							ಉದಾಹರಣೆ : 
							ରାମ ତା ଦୁଇପୁଅଙ୍କ ନିମନ୍ତେ ଘରକୁ ବିଭାଜନ କରିଦେଲେ
							
ಸಮಾನಾರ್ಥಕ : ଭାଗ
ಇತರ ಭಾಷೆಗಳಿಗೆ ಅನುವಾದ :
The act of dividing or partitioning. Separation by the creation of a boundary that divides or keeps apart.
division, partition, partitioning, sectionalisation, sectionalization, segmentation