ಅರ್ಥ : ହିନ୍ଦୁମାନଙ୍କର ଚାରିବର୍ଣ୍ଣ ମଧ୍ୟରୁ ପ୍ରଥମ ବର୍ଣ୍ଣର ମନୁଷ୍ୟ
							ಉದಾಹರಣೆ : 
							ପଣ୍ଡିତ ଶ୍ୟାମନାରାୟଣ ଜଣେ ଶ୍ରେଷ୍ଠ ବ୍ରାହ୍ମଣ  ଆଜିର ବ୍ରାହ୍ମଣମାନେ ନିଜ କାମରେ ଲକ୍ଷ୍ୟହୀନ  ବ୍ରାହ୍ମଣମାନଙ୍କ ଉତ୍ପତ୍ତି ଅଗ୍ନିରୁ ହୋଇଛି ବୋଲି ବିଚାର କରାଯାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
हिंदुओं के चार वर्णों में से पहले वर्ण का मनुष्य।
पंडित श्याम नारायण एक श्रेष्ठ ब्राह्मण हैं।ಅರ್ಥ : ହିନ୍ଦୁମାନଙ୍କ ଚାରି ବର୍ଣ୍ଣ ମଧ୍ୟରେ ପ୍ରଥମ ବର୍ଣ୍ଣ ବା ଜାତି ଯାହାଙ୍କର ମୁଖ୍ୟ କାମ ପଢ଼ିବା, ପଢ଼ାଇବା,ଯଜ୍ଞ ଓ ଜ୍ଞାନପୋଦେଶ ଇତ୍ୟାଦି
							ಉದಾಹರಣೆ : 
							ବ୍ରାହ୍ମଣ ନିଜ କର୍ମଠାରୁ ପ୍ରତିଦିନ ଦୂରେଇ ଯାଉଛନ୍ତି
							
ಇತರ ಭಾಷೆಗಳಿಗೆ ಅನುವಾದ :