ಅರ್ಥ : ବିବେକର ଅଭାବ ବା ଚିନ୍ତା କରିବା ବା ବୁଝିବା ଶକ୍ତିର ଅଭାବ
							ಉದಾಹರಣೆ : 
							ସଭ୍ୟତା ମନୁଷ୍ୟର ବିବେକହୀନତା ଓ ଅନାଚାରିତାକୁ ହଟାଇଦିଏ
							
ಸಮಾನಾರ್ಥಕ : ଅବିବେକିତା, ବିବେକହୀନତା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବସ୍ତୁ କିମ୍ବା କଥାଆଦି ଉପରେ ବିଚାର ନକରିବାର ଅବସ୍ଥା ବା କ୍ରିୟା
							ಉದಾಹರಣೆ : 
							ଅବିଚାରରୁ ମନୁଷ୍ୟ କଠିନତାରେ ଫସିଯାଏ
							
ಸಮಾನಾರ್ಥಕ : ଅଚିନ୍ତନ, ଅନୁଚିନ୍ତନହୀନତା, ଅବିଚାର, ଅବିବେଚନା, ଅମନନ, ବୋଧନହୀନତା
ಇತರ ಭಾಷೆಗಳಿಗೆ ಅನುವಾದ :
The trait of forgetting or ignoring your responsibilities.
heedlessness, inadvertence, inadvertency, unmindfulness