ಅರ್ಥ : କଢ଼ିର ଫୁଲଟିଏ ବନିବାର ଅବସ୍ଥା
							ಉದಾಹರಣೆ : 
							କଢିଟିଏ ଫୁଲ ରୂପରେ ହିଁ ବିକାଶ  ହୁଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
The time and process of budding and unfolding of blossoms.
anthesis, blossoming, efflorescence, florescence, flowering, inflorescenceಅರ್ಥ : ପ୍ରଥମ ଅବସ୍ଥା ଠାରୁ ଭଲ ବା ଉଚ୍ଚ ଅବସ୍ଥା ଆଡ଼କୁ ବଢ଼ିବା ବା ବଢ଼ାଇବାର କ୍ରିୟା
							ಉದಾಹರಣೆ : 
							ଭାରତର ଉନ୍ନତି ଭାରତୀୟମାନଙ୍କୁ ନେଇ ନିର୍ଭର କରେ
							
ಸಮಾನಾರ್ಥಕ : ଅଭ୍ୟୁଦୟ, ଉତ୍ଥାନ, ଉନ୍ନତି, ଉନ୍ନୟନ, ପ୍ରଗତି
ಇತರ ಭಾಷೆಗಳಿಗೆ ಅನುವಾದ :
Gradual improvement or growth or development.
Advancement of knowledge.ಅರ್ಥ : ବିକଶିତ ହେବାର ପ୍ରକ୍ରିୟା ବା ଭାବ
							ಉದಾಹರಣೆ : 
							ଜନ୍ମରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କର ଶାରୀରିକ ଓ ମାନସିକ ବିକାଶ ସବୁଠୁ ଅଧିକ ହୁଏ
							
ಸಮಾನಾರ್ಥಕ : ବୃଦ୍ଧି
ಇತರ ಭಾಷೆಗಳಿಗೆ ಅನುವಾದ :
Gradual improvement or growth or development.
Advancement of knowledge.ಅರ್ಥ : ବଢ଼ିବା ଓ ବଢ଼େଇବା କାର୍ଯ୍ୟ
							ಉದಾಹರಣೆ : 
							ଏହି ବର୍ଷ କମ୍ପାନୀର ବିକ୍ରିରେ ବିଶେଷ ବୃଦ୍ଧି ହୋଇଛି
							
ಸಮಾನಾರ್ಥಕ : ଅଭିବୃଦ୍ଧି, ବର୍ଦ୍ଧନ, ବୃଦ୍ଧି
ಇತರ ಭಾಷೆಗಳಿಗೆ ಅನುವಾದ :
बढ़ने या बढ़ाने की क्रिया।
इस साल कंपनी की बिक्री में बहुत अधिक वृद्धि हुई है।