ಅರ್ಥ : ଦୂରକୁ ଦୌଡ଼ି ନ ପଳାଇବାପାଇଁ ଦୁଇଟି ଗାଈଙ୍କ ଗୋଡ଼କୁ ପରସ୍ପର ସହିତ ବାନ୍ଧିଦେବା
							ಉದಾಹರಣೆ : 
							ଗାଈଚରାଳି ହଇରାଣ ହେବାରୁ ଦୁଇଟିଯାକ ଦୁଷ୍ଟଗାଈଙ୍କୁ ଛନ୍ଦିଦେଲା
							
ಸಮಾನಾರ್ಥಕ : ଛନ୍ଦିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ରସିଆଦିଦ୍ୱାରା ଗୋଡ଼ ଇତ୍ୟାଦି ବାନ୍ଧିବା ବା ଗଣ୍ଠି ପକାଇବା
							ಉದಾಹರಣೆ : 
							ସେ ରୋଗଣା ମଇଁଷିକୁ ଇଞ୍ଜେକସନ ଦେବା ପୂର୍ବରୁ ତା ଆଗଗୋଡ଼କୁ ରସିରେ ବାନ୍ଧିଦେଲା
							
ಸಮಾನಾರ್ಥಕ : ଗଣ୍ଠି ପକାଇବା, ଛନ୍ଦିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଚୂନାଆଦିକୁ ଗୋଲାକାର ରୂପକୁ ଆଣିବା
							ಉದಾಹರಣೆ : 
							ଭାଉଜ ବେସନ ଲଡ଼ୁ ବଳୁଛନ୍ତି
							
ಸಮಾನಾರ್ಥಕ : ଗୋଟଳା କରିବା, ବଳିବା
ಇತರ ಭಾಷೆಗಳಿಗೆ ಅನುವಾದ :
चूर्ण आदि को पिंड के रूप में लाना।
भाभी बेसन के लड्डू बाँध रही हैं।