ಅರ್ಥ : ଦେଶରୁ ବହିଷ୍କୃତ ହେବା ଦଣ୍ଡ
							ಉದಾಹರಣೆ : 
							ବ୍ରିଟିଶ୍ ଶାସିତ ଭାରତରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଦଣ୍ଡସ୍ୱରୂପ ଦେଶରୁ ନିର୍ବାସିତ କରି ଆଣ୍ଡାମାନ ପଠାଇ ଦିଆଯାଉଥିଲା
							
ಸಮಾನಾರ್ಥಕ : ନିର୍ବାସନ, ନିର୍ବାସିତ, ବାହାର
ಇತರ ಭಾಷೆಗಳಿಗೆ ಅನುವಾದ :
देश से निकाले जाने का दंड।
ब्रिटिश राज्य में स्वतंत्रता सेनानियों को देश निकाले की सजा दी जाती थी।The act of expelling a person from their native land.
Men in exile dream of hope.ಅರ್ಥ : କୌଣସି ବିଷୟରେ, କାହା ସହିତ ମତଭେଦ ହେଲାପରେ ବିରୋଧ ବା ଅସନ୍ତୋଷ ପ୍ରକଟ କରିବା ପାଇଁ ତାହାର ତ୍ୟାଗ
							ಉದಾಹರಣೆ : 
							ଗାନ୍ଧିଜୀ ବିଦେଶୀ ବସ୍ତୁଗୁଡ଼ିକୁ ବହିଷ୍କାର କରିଥିଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
A group's refusal to have commercial dealings with some organization in protest against its policies.
boycottಅರ್ಥ : ବାହାର କରିବା ବା ନିକାଲିବା କ୍ରିୟା
							ಉದಾಹರಣೆ : 
							ଅନ୍ୟ ଜାତିର ଝିଅକୁ ବିବାହ କରିଥିବା କାରଣର ସମାଜ ରାମୁକୁ  ବହିଷ୍କାର କଲା
							
ಸಮಾನಾರ್ಥಕ : ବହିଷ୍କରଣ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହାରିକୁ ଦଣ୍ଡଦେଇ କୌଣସି ସ୍ଥାନ, କ୍ଷେତ୍ର ଆଦିରୁ ବାହାରକରିବା ବା ଦୂରକରିବା
							ಉದಾಹರಣೆ : 
							ଅଛୁଆଁ ଜାତିର ଝିଅସହିତ ବିବାହ କରିବାରୁ ମଙ୍ଗୁଳୁର ଜାତିରୁ ବହିଷ୍କାର ହେଲା
							
ಸಮಾನಾರ್ಥಕ : ନିର୍ବାସନ, ନିଷ୍କାସନ
ಇತರ ಭಾಷೆಗಳಿಗೆ ಅನುವಾದ :
The act of expelling a person from their native land.
Men in exile dream of hope.