ಅರ್ಥ : ମନ୍ତ୍ରତନ୍ତ୍ର ଆଦିଦ୍ୱାରା କାହାରିକୁ ବଶ କରିବା ପ୍ରକ୍ରିୟା
							ಉದಾಹರಣೆ : 
							ତାନ୍ତ୍ରିକ ବଶୀକରଣଦ୍ୱାରା ରାମୁକୁ ନିଜ ବଶକୁ ଆଣିଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
A psychological state induced by (or as if induced by) a magical incantation.
enchantment, spell, tranceಅರ್ಥ : ଯେଉଁ ବିଦ୍ୟାଦ୍ୱାରା କାହାରିକୁ ନିଜ ଅଧୀନକୁ ଅଣାଯାଇଥାଏ
							ಉದಾಹರಣೆ : 
							ତାନ୍ତ୍ରିକ ବଶୀକରଣ ବିଦ୍ୟା ପ୍ରୟୋଗ କରି ମୋହନକୁ ତାର ବଶରେ ରଖିଲା
							
ಸಮಾನಾರ್ಥಕ : ମୋହିନୀବିଦ୍ୟା, ସମ୍ମୋହନବିଦ୍ୟା
ಇತರ ಭಾಷೆಗಳಿಗೆ ಅನುವಾದ :
वह विद्या जिससे किसी को अपने वश में किया जाता है।
तांत्रिक ने वशीकरण विद्या का प्रयोग करके मोहन को अपने वश में कर लिया।