ಅರ್ಥ : ରୋକିବାର ପ୍ରକ୍ରିୟା
							ಉದಾಹರಣೆ : 
							ସୈନିକମାନେ ଶତ୍ରୁମାନଙ୍କୁ ସୀମାଭିତରେ ପ୍ରବେଶକୁ ରୋକିବାରେ ସଫଳ ହେଲେ
							
ಸಮಾನಾರ್ಥಕ : ଅଟକାଇବା, ଗତିରୋଧ କରିବା, ରୋକିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପ୍ରଥା ଆଦିର ଅନ୍ତ କରିବା
							ಉದಾಹರಣೆ : 
							ଆମକୁ ସମାଜରୁ ଯୌତୁକ ପ୍ରଥା ଉଚ୍ଛେଦକରିବାକୁ ହେବ
							
ಸಮಾನಾರ್ಥಕ : ଉଚ୍ଛେଦକରିବା, ଉଠେଇବା, ସମାପ୍ତକରିବା, ହଟେଇବା
ಇತರ ಭಾಷೆಗಳಿಗೆ ಅನುವಾದ :
प्रथा आदि का अंत करना।
हमें हमारे समाज से दहेज प्रथा उठाना है।ಅರ್ಥ : ରୋକିବା ବା ବାଧାଦେବା
							ಉದಾಹರಣೆ : 
							ଡକାୟତମାନେ ମାର୍ଗ ଅବରୋଧ କଲେ
							
ಸಮಾನಾರ್ಥಕ : ଅଟକେଇବା, ଅବରୋଧକରିବା, ପ୍ରତିରୋଧକରିବା, ରୋକିବା, ରୋଧକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବିଣ୍ଡା ଲଗାଇବା
							ಉದಾಹರಣೆ : 
							ବୋତଲର ମୁଁହ ବନ୍ଦ କରିବାପାଇଁ କାଗଜ ଚୁଣ୍ଟା ଲଗାଅ
							
ಸಮಾನಾರ್ಥಕ : ଚୁଣ୍ଟା ଲଗାଇବା, ବିଣ୍ଡା ଲଗାଇବା
ಇತರ ಭಾಷೆಗಳಿಗೆ ಅನುವಾದ :