ಅರ್ಥ : ଚାରିପାଞ୍ଚ ହାତ ଲମ୍ବା ବଙ୍କା କାଠ ଯେଉଁଥିରେ କୃଷକ ଖଳାରେ କଟା ଫସଲକୁ ଆବଶ୍ୟକ ସ୍ଥଳେ ଓଲଟପାଲଟ କରିଥାଏ
							ಉದಾಹರಣೆ : 
							କୃଷକ କଟା ଫସଲ ଶୁଖାଇବାପାଇଁ ବଙ୍କୁଲିରେ ଉପର ତଳ କରୁଛି
							
ಸಮಾನಾರ್ಥಕ : ବଙ୍କୁଲି ବାଡ଼ି
ಇತರ ಭಾಷೆಗಳಿಗೆ ಅನುವಾದ :
A long-handled hand tool with sharp widely spaced prongs for lifting and pitching hay.
pitchforkಅರ್ಥ : ଯେଉଁ ବାଡ଼ିର ମୁଣ୍ଡ ବଙ୍କା
							ಉದಾಹರಣೆ : 
							ଜେଜେ ବଙ୍କୁଲିବାଡ଼ି ଧରି ଚାଲନ୍ତି
							
ಸಮಾನಾರ್ಥಕ : ବଙ୍କୁଲାବାଡ଼ି, ବଙ୍କୁଲିବାଡ଼ି
ಇತರ ಭಾಷೆಗಳಿಗೆ ಅನುವಾದ :