ಅರ್ಥ : କୌଣସି ମୁନିଆଁ ବସ୍ତୁଆଦିକୁ ନରମ ଜିନିଷରେ ପ୍ରବେଶ କରାଇବା
							ಉದಾಹರಣೆ : 
							ସେ ମୋ ହାତରେ ଛୁଞ୍ଚି ଫୋଡ଼ିଦେଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏପଟର କଥା ସେପଟ କହିବା ବା କଳି ଲଗେଇବା ଭଳି କଥା କହିବା
							ಉದಾಹರಣೆ : 
							ରାମ ନିଜ ମାଲିକଙ୍କୁ ଶ୍ୟାମ ବିଷୟରେ ଚୁଗୁଲି କଲା
							
ಸಮಾನಾರ್ಥಕ : ଚୁଗୁଲି କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
इधर की बात उधर कहना या झगड़ा लगानेवाली बात कहना।
राम ने अपने मालिक से श्याम के बारे में चुग़ली की।ಅರ್ಥ : କାହାକୁ ଆଘାତ ବା ବ୍ୟଥା ଦେବା
							ಉದಾಹರಣೆ : 
							ସେ ମୋତେ କଲମ ମୁନରେ ଆଘାତ କଲା
							
ಸಮಾನಾರ್ಥಕ : ଆଘାତ କରିବା, ଖେଞ୍ଚିବା, ଲଗାଇବା
ಇತರ ಭಾಷೆಗಳಿಗೆ ಅನುವಾದ :