ಅರ್ಥ : ଫୁଲରୂପରେ ବିକଶିତ କରିବା ବା ଫୁଲ ଫୁଟିବାପାଇଁ ପ୍ରବୃତ୍ତ କରିବା
							ಉದಾಹರಣೆ : 
							ସୂର୍ଯ୍ୟଙ୍କ କିରଣ ଅନେକ ଫୁଲ ଫୁଟାଏ
							
ಸಮಾನಾರ್ಥಕ : ପୁଷ୍ପିତ କରିବା, ପ୍ରସ୍ଫୁଟିତ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
पुष्प के रूप में विकसित करना या पुष्पों को खिलने में प्रवृत्त करना।
सूर्य की किरणें कुछ फूलों को खिलाती हैं।ಅರ್ಥ : ତୋପ ବନ୍ଧୁକ ଆଦି ମାରିବା
							ಉದಾಹರಣೆ : 
							ପୋଲିସ ଭିଡ଼କୁ ଛିନ୍ଛତ୍ର କରିବାପାଇଁ ଫାଙ୍କା ବନ୍ଧୁକ ଚଳାଇଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ନିଆଁରେ ରଖି ବାଷ୍ପୀୟ ରୂପକୁ ଆଣିବା
							ಉದಾಹರಣೆ : 
							ରଜନୀ କାଡ଼ା ତିଆରି କରିବାପାଇଁ ପାଣି ଫୁଟାଉଛି
							
ಸಮಾನಾರ್ಥಕ : ବମ୍ଫେଇବା
ಇತರ ಭಾಷೆಗಳಿಗೆ ಅನುವಾದ :
आग पर रखकर भाप आदि के रूप में लाना या उड़ाना।
रजनी काढ़ा बनाने के लिए पानी को जला रही है।ಅರ್ಥ : କୌଣସି ବିସ୍ଫୋଟକ ବସ୍ତୁଆଦିକୁ ଗତିଶୀଳ କରାଇବା ବା ସକ୍ରିୟ କରିବା
							ಉದಾಹರಣೆ : 
							ଦୀପାବଳୀ ଦିନ ଲୋକେ ଫୋଟକା ଫୁଟାନ୍ତି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ତରଳ ପଦାର୍ଥକୁ ଆଞ୍ଚ ଉପରେ ରଖି ଏତେ ଗରମ କରିବା ଯେମିତି ତାହା ଫେଣ ସହିତ ଉପରକୁ ଉଠିବାକୁ ଲାଗିବ
							ಉದಾಹರಣೆ : 
							ମୁଁ ପିଇବା ପାଇଁ ପ୍ରତିଦିନ ଦଶ ଲିଟର ପାଣି ଫୁଟାଉଛି
							
ಇತರ ಭಾಷೆಗಳಿಗೆ ಅನುವಾದ :