ಅರ್ಥ : କିଛି ଜାଣିବା ବା ପରଖିବା ପାଇଁ ଯେଉଁ କଥା ପଚରାଯାଏ ଏବଂ ଯାହାର କିଛି ଉତ୍ତର ଥାଏ
							ಉದಾಹರಣೆ : 
							ସେ ମୋ ପ୍ରଶ୍ନର ଉତ୍ତର ଦେଇ ପାରିଲେ ନାହିଁ
							
ಇತರ ಭಾಷೆಗಳಿಗೆ ಅನುವಾದ :
A sentence of inquiry that asks for a reply.
He asked a direct question.ಅರ್ಥ : କେତେକ ଅଡ଼ୁଆ କିନ୍ତୁ ବିଚାରଣୀୟ କଥା ଯାହାର ନିରାକରଣ ସହଜରେ ହୋଇପାରେ ନାହିଁ
							ಉದಾಹರಣೆ : 
							ବେରୋଜଗାରୀ ଦେଶପାଇଁ ଏକ ବଡ଼ ସମସ୍ୟା  ପ୍ରଥମେ ଏହି ସମସ୍ୟାକୁ ସମାଧାନ କର
							
ಸಮಾನಾರ್ಥಕ : ଦୂରୁହ ବିଷୟ, ସଙ୍କଟ, ସମସ୍ୟା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପଚାରିବା ବା ପ୍ରଶ୍ନ କରିବା କ୍ରିୟା
							ಉದಾಹರಣೆ : 
							କେବେ କେବେ ଛୁଆଙ୍କର ଜିଜ୍ଞାସାର ଉତ୍ତର ଦେବା କଠିନ ହୋଇଯାଏ
							
ಸಮಾನಾರ್ಥಕ : ଜିଜ୍ଞାସା
ಇತರ ಭಾಷೆಗಳಿಗೆ ಅನುವಾದ :