ಅರ್ಥ : ଅଧିକାର, ବଳ ବା ସାମର୍ଥ୍ୟର ଉପଭୋଗ କରି ଯେଉଁ ଶକ୍ତି ନିଜ କାମ କରେ
							ಉದಾಹರಣೆ : 
							ଇନ୍ଦିରାଗାନ୍ଧୀ ୧୯୭୫ ରେ ନିଜ କ୍ଷମତାବଳରେ ଜରୁରୀକାଳୀନ ଅବସ୍ଥା ଘୋଷଣା କରିଥିଲେ
							
ಸಮಾನಾರ್ಥಕ : ଆଧିପତ୍ୟ, କ୍ଷମତା, ଶାସନ, ସତ୍ତା
ಇತರ ಭಾಷೆಗಳಿಗೆ ಅನುವಾದ :
The power or right to give orders or make decisions.
He has the authority to issue warrants.ಅರ್ಥ : ଅଧିପତି ହେବାର ଅବସ୍ଥା ବା ଭାବ
							ಉದಾಹರಣೆ : 
							ପୂର୍ବରୁ ଭାରତରେ ବିଦେଶୀମାନଙ୍କର ଆଧିପତ୍ୟ ଥିଲା
							
ಸಮಾನಾರ್ಥಕ : ଅଧିକାର, ଆଧିପତ୍ୟ, ଶାସନାଧିକାର, ସ୍ୱାମୀତ୍ୱ, ହୁକୁମ
ಇತರ ಭಾಷೆಗಳಿಗೆ ಅನುವಾದ :
अधिपति होने की अवस्था या भाव।
पहले भारत पर विदेशियों का आधिपत्य था।