ಅರ್ಥ : (ଜୀବବିଜ୍ଞାନ) କୌଣସି ଜାତିରେ ଜୀବମାନଙ୍କର ଗୋଟିଏ ବର୍ଗ ଯାହା ସମାନ ବର୍ଗ ଠାରୁ ମାମୁଲି ରୂପରେ ଅଲଗା ବା ଭିନ୍ନ ହୋଇଥାଏ
							ಉದಾಹರಣೆ : 
							ଗୋଟିଏ ନୂଆ ପ୍ରକାରର ସୂକ୍ଷ୍ମଜୀବମାନଙ୍କର ସନ୍ଧାନ ମିଳିଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏକ ପ୍ରକାର ମୂଳରୁ ଉତ୍ପନ୍ନ ହୋଉଥିବା ବସ୍ତୁ ବା ଜୀବଆଦିର ବର୍ଗ ଯାହା ଅନ୍ୟ ଜୀବ ବା ବସ୍ତୁଠାରୁ ତାକୁ ଭିନ୍ନ କରେ
							ಉದಾಹರಣೆ : 
							ଏହି ବଗିଚାରେ ବହୁ ପ୍ରକାରର ଗୋଲାପ ଅଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏକ ବିଶେଷ ପ୍ରକାର ବସ୍ତୁ
							ಉದಾಹರಣೆ : 
							ମୁଁ ଆଗରୁ ଥରେ ଏହି ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
A particular type of thing.
Problems of this type are very difficult to solve.ಅರ್ಥ : ଜୀବ ଜନ୍ତୁଙ୍କ ଧର୍ମ, ଆକୃତି ଇତ୍ୟାଦିର ସମାନତାକୁ ବିଚାରକରି କରାଯାଇଥିବା ବିଭାଗ
							ಉದಾಹರಣೆ : 
							ଭାରତରେ ବିଭିନ୍ନ ପ୍ରକାରର ଆମ୍ବ  ମିଳେ
							
ಇತರ ಭಾಷೆಗಳಿಗೆ ಅನುವಾದ :
(biology) taxonomic group whose members can interbreed.
species