ಅರ್ಥ : ଆଗରେ ଏବଂ ପଛରେ କୌଣସି ଭାବ ବା ଅବସ୍ଥା
							ಉದಾಹರಣೆ : 
							ଏହି କାମ କରିବା ଲାଗି ସେହି ଦିଜଣଙ୍କ ମଧ୍ୟରେ ପାଟିତୁଣ୍ଡ ଚାଲିଛି
							
ಸಮಾನಾರ್ಥಕ : ଠେଲାପେଲା, ବାକବିତଣ୍ଡା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କଠୋର ବା କର୍କଶ ଶୁଭୁଥିବା ଉଚ୍ଚଶବ୍ଦ
							ಉದಾಹರಣೆ : 
							ତୁମମାନଙ୍କ ପାଟିତୁଣ୍ଡରେ ପୁରା ମହଲା  ଅସ୍ଥିର ହୋଇଗଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
कई लोगों के एक साथ ऊँची आवाज़ में बोलने या चिल्लाने आदि से उत्पन्न भ्रांतिपूर्ण स्थिति।
इस शोरगुल में काम करना मुश्किल है।ಅರ್ಥ : ନିଜନିଜ ମଧ୍ୟରେ ହେଉଥିବା ଆକ୍ଷେପ ବା ଉଚ୍ଚବାଚ
							ಉದಾಹರಣೆ : 
							ବାପ ଓ ପୁଅଙ୍କ ମଧ୍ୟରେ ସବୁଦିନେ ପାଟିତୁଣ୍ଡ ହେଉଛି
							
ಸಮಾನಾರ್ಥಕ : ଉଚ୍ଚବାଚ, କଳି, ଝଗଡ଼ା, ତର୍କବିତର୍କ, ଯୁକ୍ତିତର୍କ, ହଟ୍ଟଗୋଳ
ಇತರ ಭಾಷೆಗಳಿಗೆ ಅನುವಾದ :
Witty language used to convey insults or scorn.
He used sarcasm to upset his opponent.