ಅರ್ಥ : ପରର ଉପକାର କରୁଥିବା ବ୍ୟକ୍ତି
							ಉದಾಹರಣೆ : 
							ଆଧୁନିକ ଯୁଗରେ ବି ପରୋପକାରୀଙ୍କର ଉଣା ନାହିଁ
							
ಸಮಾನಾರ್ಥಕ : ପରହିତୈଷୀ
ಇತರ ಭಾಷೆಗಳಿಗೆ ಅನುವಾದ :
Someone who makes charitable donations intended to increase human well-being.
altruist, philanthropistಅರ್ಥ : ହିତ ବା ଭଲ ଚାହୁଁଥିବା
							ಉದಾಹರಣೆ : 
							ଆଜିର ସମାଜରେ ହିତୈଷୀ ଲୋକ ମିଳିବା ମୁସ୍କିଲ୍
							
ಸಮಾನಾರ್ಥಕ : କଲ୍ୟାଣକାରୀ, ମଙ୍ଗଳାକାଂକ୍ଷୀ, ଶୁଭାକାଂକ୍ଷୀ, ଶୁଭେଚ୍ଛୁ, ହିତୈଷୀ
ಇತರ ಭಾಷೆಗಳಿಗೆ ಅನುವಾದ :
हित या भला चाहनेवाला।
जीवन में शुभचिन्तकों का होना अतिआवश्यक है।ಅರ್ಥ : ଯେ ଅନ୍ୟର ଉପକାର କରେ
							ಉದಾಹರಣೆ : 
							ହାତିମ୍ ଜଣେ ପରୋପକାରୀ ବ୍ୟକ୍ତି ଥିଲେ
							
ಸಮಾನಾರ್ಥಕ : ପରହିତୈଷୀ
ಇತರ ಭಾಷೆಗಳಿಗೆ ಅನುವಾದ :