ಅರ್ಥ : ଯେଉଁ ସମିତି ନିକଟରେ ନିରୀକ୍ଷଣାତ୍ମକ ବା ପର୍ଯ୍ୟବେକ୍ଷିତ ଶକ୍ତି ଥାଏ
							ಉದಾಹರಣೆ : 
							ପରିଷଦର ନିର୍ଣ୍ଣୟ ସର୍ବମାନ୍ୟ ହେବ
							
ಸಮಾನಾರ್ಥಕ : ବୋର୍ଡ଼
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏକ ସଙ୍ଗେ କୌଣସି କାମ କରିବାପାଇଁ ଲୋକମାନଙ୍କ ଏକ ସମୂହ
							ಉದಾಹರಣೆ : 
							ରାମ ଏକ ବେସରକାରୀ ସଂଗଠନର ସଦସ୍ୟ
							
ಸಮಾನಾರ್ಥಕ : ପ୍ରତିଷ୍ଠାନ, ସଂଗଠନ, ସଂସ୍ଥା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଲୋକଙ୍କ ସଭା ଯାହା ବିଚାର -ବିମର୍ଷପାଇଁ ହୋଇଥାଏ
							ಉದಾಹರಣೆ : 
							ପରିଷଦରେ ବିଭିର୍ନ୍ନ ଦାବି ଉପରେ ବିଚାର-ବିମର୍ଷ ହେଲା
							
ಸಮಾನಾರ್ಥಕ : କାଉନସିଲ
ಇತರ ಭಾಷೆಗಳಿಗೆ ಅನುವಾದ :