ಅರ್ಥ : ଧାରଣ କରିବା କ୍ରିୟା ବା ରଖିବା, ସଂଭାଳିବା, ଅକ୍ତିଆର କରିବା ବା ଗ୍ରହଣ କରିବା କ୍ରିୟା
							ಉದಾಹರಣೆ : 
							
							
ಸಮಾನಾರ್ಥಕ : ଧରଣ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଧରିବାର ପ୍ରକ୍ରିୟା
							ಉದಾಹರಣೆ : 
							ମାଛ ଧରିବା ଲୋକଙ୍କଠାରୁ ଜରିମାନା ନିଆଯିବ
							
ಅರ್ಥ : କେଉଁଠିକି ଯିବାପାଇଁ କୌଣସି ବାହନ ବା ରାସ୍ତାର ଉପଯୋଗ କରିବା
							ಉದಾಹರಣೆ : 
							ମୁମ୍ବାଇ ଯିବାପାଇଁ ମୁଁ ଦଶଟା ବେଳ ଟ୍ରେନ ଧରିଲି  ଆମେ ସେଠାକୁ ଯିବାପାଇଁ  ଗୋଟିଏ ରିକ୍ସା ନେଲୁ
							
ಸಮಾನಾರ್ಥಕ : ନେବା
ಇತರ ಭಾಷೆಗಳಿಗೆ ಅನುವಾದ :
Travel or go by means of a certain kind of transportation, or a certain route.
He takes the bus to work.ಅರ್ಥ : କୌଣସି ବସ୍ତୁ ଭିତରକୁ ଯାଇ ତାକୁ ଭରିବା
							ಉದಾಹರಣೆ : 
							ଏହି ଡବାରେ ସାତ କିଲୋ ଅଟା ଧରେ
							
ಸಮಾನಾರ್ಥಕ : ଜାଗାହେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି କଥା ଆଦିକୁ ଜାଣିବା
							ಉದಾಹರಣೆ : 
							ବହୁତ ବୁଝାଇଲା ପରେ ମଧ୍ୟ ସେ ଏହି ପ୍ରଶ୍ନକୁ ବୁଝିପାରିଲେ ନାହିଁ
							
ಸಮಾನಾರ್ಥಕ : ବୁଝେଇବା
ಇತರ ಭಾಷೆಗಳಿಗೆ ಅನುವಾದ :
Get the meaning of something.
Do you comprehend the meaning of this letter?.ಅರ್ಥ : କିଛି କଲାବେଳେ କୌଣସି ବିଶେଷ କଥା ଉପରେ ଅଟକିଯିବା
							ಉದಾಹರಣೆ : 
							ନିରୀକ୍ଷକ କପି କରୁଥିବା ପରୀକ୍ଷାର୍ଥୀମାନଙ୍କୁ ଧରିଲେ  ସେ ମୋର ଚୋରୀ ଧରିଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
कुछ करते हुए को कोई विशेष बात आने पर रोकना।
निरीक्षक ने नक़ल करते हुए परीक्षार्थी को पकड़ा।ಅರ್ಥ : ଗୋଟିଏ ସ୍ଥାନକୁ ଯିବା ପାଇଁ କୌଣସି ଯାନବାହନରେ ଚଢ଼ିବା
							ಉದಾಹರಣೆ : 
							ଡେରି ହେବା ଯୋଗୁଁ ଆମେ ଦଶଟା ବେଳର ବସ୍ ଧରିପାରିଲୁ ନାହିଁ