ಅರ್ಥ : ଗୋଟିଏ ସୂର୍ଯୋଦୟ ଠାରୁ ଆଉଗୋଟିଏ ସୂର୍ଯୋଦୟ ପର୍ଯ୍ୟନ୍ତ ସମୟ ଚବିଶ ଘଣ୍ଟା
							ಉದಾಹರಣೆ : 
							ଗୋଟିଏ ଦିନରେ ଆଠ ପ୍ରହର ଥାଏ
							
ಸಮಾನಾರ್ಥಕ : ଦିନ
ಇತರ ಭಾಷೆಗಳಿಗೆ ಅನುವಾದ :
Time for Earth to make a complete rotation on its axis.
Two days later they left.ಅರ್ಥ : ସୂର୍ଯ୍ୟ ଉଦୟ ହେବାଠାରୁ ଅସ୍ତ ହେବା ପର୍ଯ୍ୟନ୍ତ ସମୟ
							ಉದಾಹರಣೆ : 
							ଆଜି ଦିନଟି ମୋପାଇଁ ବହୁତ ଭଲ ଥିଲା  ଖରାଦିନେ ଦିନ ବଢ଼ିଯାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଚବିଶ ଘଣ୍ଟା ମଧ୍ୟରୁ ଶୋଇବା ସମୟ ବ୍ୟତୀତ ଯେଉଁ ସମୟରେ ଆମେ କାର୍ଯ୍ୟ କରିଥାଉ
							ಉದಾಹರಣೆ : 
							ମୋର ଦିନ ସକାଳ ଚାରିଟାରେ ଆରମ୍ଭ ହୁଏ
							
ಸಮಾನಾರ್ಥಕ : ଦିନ
ಇತರ ಭಾಷೆಗಳಿಗೆ ಅನುವಾದ :
The recurring hours when you are not sleeping (especially those when you are working).
My day began early this morning.