ಅರ್ಥ : କାମରେ ଆସିବା ବା ଲାଗିବା
							ಉದಾಹರಣೆ : 
							ଏହି ଘର ତିଆରି କରିବା ପାଇଁ ଶହେ ବସ୍ତା ସିମେଣ୍ଟ ଲାଗିଲା
							
ಸಮಾನಾರ್ಥಕ : ଖର୍ଚ୍ଚହେବା, ବ୍ୟବହାର ହେବା, ଲାଗିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ଜିନିଷର ଆବଶ୍ୟକତା ବା ଦରକାର ହେବା
							ಉದಾಹರಣೆ : 
							ଆମକୁ କିଛି ନୂଆ ଜିନିଷର ଆବଶ୍ୟକତା ରହିଛି
							
ಸಮಾನಾರ್ಥಕ : ଆବଶ୍ୟକତା ରହିବା, ପ୍ରୟୋଜନ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
* किसी की आवश्यकता या ज़रूरत होना।
हमें कुछ नई वस्तुओं की आवश्यकता है।