ಅರ್ಥ : ବୋଧ ହେବାର ଅବସ୍ଥା ବା ଭାବ
							ಉದಾಹರಣೆ : 
							ନେତ୍ରହୀନକୁ ସ୍ପର୍ଶଆଦିଦ୍ୱାରା ବସ୍ତୁଗୁଡ଼ିକର ଅବବୋଧନ ହୋଇଥାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
The process of perceiving.
perceptionಅರ್ಥ : ଏହି ଜ୍ଞାନ ଯାହା କୌଣସି କାମ ବା ପ୍ରୟୋଗରେ ପ୍ରାପ୍ତ ହୋଇଥାଏ
							ಉದಾಹರಣೆ : 
							ଏହି କାମ ବିଷୟରେ ତା’ର ଅନୁଭବ ଅଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
The accumulation of knowledge or skill that results from direct participation in events or activities.
A man of experience.ಅರ್ಥ : ଯାହା ଜଣାଯାଏ ବା ଜାଣିବା ଯୋଗ୍ୟ
							ಉದಾಹರಣೆ : 
							ଈଶ୍ୱର ସହୃଦୟ ବ୍ୟକ୍ତିମାନଙ୍କର ଜ୍ଞେୟ
							
ಸಮಾನಾರ್ಥಕ : ଅବଗତ, ଜ୍ଞେୟ, ବୋଧଗମ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :
Capable of being apprehended or understood.
apprehensible, graspable, intelligible, perceivable, understandableಅರ್ಥ : ଯାହା ଭଲ ଭାବେ ଜଣା
							ಉದಾಹರಣೆ : 
							ସେ କଥା ମୋତେ ଜ୍ଞାତ
							
ಸಮಾನಾರ್ಥಕ : ପରିଜ୍ଞାତ
ಇತರ ಭಾಷೆಗಳಿಗೆ ಅನುವಾದ :
Widely or fully known.
A well-known politician.ಅರ್ಥ : ଚିହ୍ନିବାର ଯୋଗ୍ୟ
							ಉದಾಹರಣೆ : 
							ତା ଦଗ୍ଧ ମୁଖ ଜ୍ଞାତ ଉପଯୋଗୀ ରହିଲା ନାହିଁ
							
ಇತರ ಭಾಷೆಗಳಿಗೆ ಅನುವಾದ :