ಅರ್ಥ : କୌଣସି ଭାଗ ବା ଅଂଶ
							ಉದಾಹರಣೆ : 
							ତାଙ୍କ ଶରୀରରେ ଅନେକ ସ୍ଥାନରେ କଳାଜାଇ ଅଛି  ପକ୍ଷୀମାନଂକର ରାତ୍ରି ବିଶ୍ରାମପାଇଁ ବରଗଛ ଉପଯୁକ୍ତ ସ୍ଥାନ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯୋଗ୍ୟତା ଅନୁସାରେ କର୍ମଚାରୀ କିମ୍ବା କାର୍ଯ୍ୟକର୍ତ୍ତାର ନିଯୁକ୍ତି ସ୍ଥାନ
							ಉದಾಹರಣೆ : 
							ଆପଣ ଏହି ସଂସ୍ଥାର କେଉଁ ପଦରେ ଅଛନ୍ତି ?
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଘର ଆଦି ତୋଳିବା ପାଇଁ ଉଦ୍ଦିଷ୍ଟ ଭୂମିର ସେହି ବିଶେଷ ଅଶଂ
							ಉದಾಹರಣೆ : 
							ତାଙ୍କର ପଞ୍ଜାବରେ ଖଣ୍ଡେ ଭୂମି ଅଛି
							
ಸಮಾನಾರ್ಥಕ : କ୍ଷେତ୍ର, ପ୍ଳ୍ଟ୍, ଭୂମି
ಇತರ ಭಾಷೆಗಳಿಗೆ ಅನುವಾದ :
Extensive landed property (especially in the country) retained by the owner for his own use.
The family owned a large estate on Long Island.