ಅರ್ಥ : ଚୋପା ବା ଛାଲ କାଢ଼ିବା
							ಉದಾಹರಣೆ : 
							କୃଷକ ବିଲରେ ଆଖୁ ଛେଲୁଛି
							
ಸಮಾನಾರ್ಥಕ : ଚୋପା ଛଡ଼ାଇବା, ଚୋପା ଛଡ଼େଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଛେଲିବା କାମ ହେବା
							ಉದಾಹರಣೆ : 
							ଆଖୁ ଛେଲାହୋଇଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ରସ, ଛାଲ ଆଦି ବାହାର କରିବା ପାଇଁ ଶରୀର, ଗଛ ଆଦି ଉପରେ କୌଣସି ହତିଆର ଦ୍ୱାରା ଆଘାତ କରି ତା ଉପର ଭାଗ କାଟିବା ବା ଛେଲିବା
							ಉದಾಹರಣೆ : 
							ମହେଶ ନିମ ଗଣ୍ଡିକୁ ଛେଲୁଛି
							
ಸಮಾನಾರ್ಥಕ : କାଟିବା, କ୍ଷତ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
रस, छाल आदि निकालने के लिए शरीर, पेड़-पौधे आदि पर किसी हथियार से आघात करके उसके ऊपर का भाग काटना या खुरचना।
महेश नीम के तने को पाछ रहा है।