ಅರ್ಥ : ଓଦାମାଟିଆଦି ପଦାର୍ଥକୁ ପିଟି, ଦବାଇ ବା ଛାଞ୍ଚରେ ପକାଇ ବିଶେଷ ରୂପଦେବା
							ಉದಾಹರಣೆ : 
							ଗାଆଁରେ ଘସି କରିବା ପାଇଁ ଗୋବରକୁ ଥାପନ୍ତି  ଶ୍ରମିକମାନେ ଇଟା ପକାଉଛନ୍ତି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଉପର ଭାଗରେ ଏହି ପ୍ରକାର ଭାର ରଖିବା, ଯେମିତି କୌଣସି ଜିନିଷ ତଳକୁ ଦବିବ ବା ଏପଟସେପଟ ହୋଇ ପାରିବ ନାହିଁ
							ಉದಾಹರಣೆ : 
							ଛେନାର ମୁଣ୍ଡା ତିଆରି କରିବାପାଇଁ ତାକୁ କନାରେ ବାନ୍ଧିକି  ଶିଳ ତଳେ ଦବାଯାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
Exert pressure or force to or upon.
He pressed down on the boards.