ಅರ್ಥ : ଗତିକୁ ଆଣିବା ବା ଗତିଶୀଳ କରିବା
							ಉದಾಹರಣೆ : 
							ସେ ବନ୍ଦ ହୋଇଯାଇଥିବା ଯନ୍ତ୍ରକୁ ଚଳାଇଲେ
							
ಸಮಾನಾರ್ಥಕ : ଚାଲୁକରିବା, ଚାଳିତକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
गति में लाना या गतिशील करना।
उसने बंद पड़े यंत्र को चलाया।ಅರ್ಥ : ଅସ୍ତ୍ରଶସ୍ତ୍ରଆଦିର ବ୍ୟବହାର କରିବା
							ಉದಾಹರಣೆ : 
							ରାମ ରାବଣ ଉପରେ ଅମୋଘ ଅସ୍ତ୍ର ଚଳାଇଲେ
							
ಸಮಾನಾರ್ಥಕ : ପ୍ରୟୋଗ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ତୋପ ବନ୍ଧୁକ ଆଦି ମାରିବା
							ಉದಾಹರಣೆ : 
							ପୋଲିସ ଭିଡ଼କୁ ଛିନ୍ଛତ୍ର କରିବାପାଇଁ ଫାଙ୍କା ବନ୍ଧୁକ ଚଳାଇଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସଞ୍ଚାଳନ କରିବା
							ಉದಾಹರಣೆ : 
							ଆପଣ ଫୋନର ସଞ୍ଚାଳନ କରନ୍ତୁ
							
ಸಮಾನಾರ್ಥಕ : ଚଲାଇବା, ପ୍ରବର୍ତ୍ତନ କରିବା, ସଞ୍ଚାଳନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି କାର୍ଯ୍ୟ ଆଦିକୁ ଚାଲୁ ଅବସ୍ଥାରେ ରଖିବା
							ಉದಾಹರಣೆ : 
							ସେ ମୁମ୍ବାଇରେ ଏକ ଦୋକାନ ଚଳାଉଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
उचित अथवा साधारण रूप से कोई कार्य, चीज या बात को क्रियाशील या सक्रिय अथवा चालू अवस्था में रखना।
वह मुम्बई में एक दुकान चलाता है।ಅರ್ಥ : ଚାଲିବା କାମ ଅନ୍ୟ କାହାଦ୍ୱାରା କରାଇବା
							ಉದಾಹರಣೆ : 
							ଡ୍ରାଇଭର ପିଲାମାନଙ୍କଦ୍ୱାରା ଧକ୍କାମରାଇ ତା ଗାଡ଼ିକୁ ଚାଲୁ କରାଇଲା
							
ಸಮಾನಾರ್ಥಕ : ଚାଲୁ କରାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବିପତ୍ତି କଷ୍ଟ ଇତ୍ୟାଦିରେ ନିର୍ବାହ କରିବା
							ಉದಾಹರಣೆ : 
							ଜୀବନର ବୋଝ ଏବେ ଆଉ ବୋହି ହେଉନାହିଁ
							
ಇತರ ಭಾಷೆಗಳಿಗೆ ಅನುವಾದ :
Bear or be able to bear the weight, pressure,or responsibility of.
His efforts carried the entire project.ಅರ್ಥ : କୌଣସି ନିଶ୍ଚିତ ବା ବିଶେଷ ସ୍ଥିତି ଆଦିରେ ରଖିବା
							ಉದಾಹರಣೆ : 
							କୋଠରୀକୁ ସଫା ରଖ  ସେ ସର୍ବଦା ନିଜକୁ ସୁସ୍ଥସବଳ ରଖେ
							
ಸಮಾನಾರ್ಥಕ : ଧାରଣ କରିବା, ନିର୍ବାହ କରିବା, ରଖିବା, ସ୍ଥାପନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी निश्चित या विशेष स्थिति आदि में रखना।
कमरे को साफ रखो।ಅರ್ಥ : ସମ୍ବନ୍ଧ, ବ୍ୟବହାର ଆଦି ଠିକ ଭାବରେ ଚଳାଇ ରଖିବା
							ಉದಾಹರಣೆ : 
							ଶାଶୁଘରେ ଯେକୌଣସି ପ୍ରକାରରେ ସୁସମ୍ପର୍କ ବଜାୟ ରଖିବାପାଇଁ ମାଆ ଝିଅକୁ ବୁଝେଇ କହିଲେ
							
ಸಮಾನಾರ್ಥಕ : ଚଳାଇ ରଖିବା, ଚଳେଇନେବା, ନିର୍ବାହ କରିବା, ବଜାୟ ରଖିବା
ಇತರ ಭಾಷೆಗಳಿಗೆ ಅನುವಾದ :
संबंध, व्यवहार आदि ठीक तरह से चलाए चलना।
माँ ने बेटी को समझाते हुए कहा कि तुम किसी तरह ससुराल में निभा लेना।ಅರ್ಥ : ବ୍ୟବହାର ବା ଆଚରଣରେ ଆଣିବା
							ಉದಾಹರಣೆ : 
							ସରକାର ଦେଶର ଉନ୍ନତିକୁ ଧ୍ୟାନରେ ରଖି  ବିଂଶସୂତ୍ରୀୟ କାର୍ଯ୍ୟକ୍ରମ ଚଳାଇଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
व्यवहार या आचरण में लाना।
सरकार ने देश की उन्नति को ध्यान में रखते हुए बीस सूत्रीय कार्यक्रम चलाया।