ಅರ್ಥ : ଠିକ ବା ଏକପ୍ରକାର ସ୍ଥିତିରେ ନ ରହି କେବେ ଏଠି ଓ କେବେ ସେଠି ହେବାର ଅବସ୍ଥା
							ಉದಾಹರಣೆ : 
							କିଛି କାମଧନ୍ଦା ନ ଥିବାରୁ ରମେଶର ସ୍ଥିତି ଦ୍ୱିଧାପୂର୍ଣ୍ଣ ହୋଇଗଲାଣି
							
ಸಮಾನಾರ್ಥಕ : ଅସ୍ଥିର, ଆନ୍ଦୋଳିତ, ଦ୍ୱିଧାପୂର୍ଣ୍ଣ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେ ସ୍ଥିର ରହିନପାରି ଚଞ୍ଚଳଭାବେ କାମ କରେ ବା ଚଞ୍ଚଳ ଚିତ୍ତ ବାଲା
							ಉದಾಹರಣೆ : 
							ମୋହନ ଜଣେ ଧୈର୍ଯ୍ୟହୀନ ବାଳକ, ସେ ଶାନ୍ତିରେ ଗୋଟିଏ ସ୍ଥାନରେ ବସିପାରେ ନାହିଁ
							
ಸಮಾನಾರ್ಥಕ : ଅଧୀର, ଅଧୈର୍ଯ୍ୟବାନ, ଅନବସ୍ଥିତ, ଚପଳ, ଧୈର୍ଯ୍ୟହୀନ, ବାଳୁଙ୍ଗା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯିଏ ଶାନ୍ତ ନୁହେଁ
							ಉದಾಹರಣೆ : 
							ଅଶାନ୍ତ ମନ କୌଣସି କାମରେ ଲାଗେ ନାହିଁ
							
ಸಮಾನಾರ್ಥಕ : ଅବ୍ୟବସ୍ଥିତ, ଅଶାନ୍ତ, ଅସ୍ଥିରଚିତ୍ତ, ଉତ୍କଣ୍ଠିତ, କ୍ଷୁବ୍ଧ, ବିଚଳିତଅସ୍ଥିର
ಇತರ ಭಾಷೆಗಳಿಗೆ ಅನುವಾದ :
Afflicted with or marked by anxious uneasiness or trouble or grief.
Too upset to say anything.ಅರ್ಥ : ଅତି ଶୀଘ୍ରରେ
							ಉದಾಹರಣೆ : 
							ଚଞ୍ଚଳ ଏହି କାମ କରିଦିଅ
							
ಸಮಾನಾರ್ಥಕ : ଅତିଶୀଘ୍ର, ଚଟାପଟ୍, ଜଲ୍ଦି, ତୁରନ୍ତ
ಇತರ ಭಾಷೆಗಳಿಗೆ ಅನುವಾದ :
अति शीघ्रता से।
झटपट यह काम कर दो।