ಅರ್ಥ : ବିନା କାରଣରେ ରାସ୍ତାରେ ଏପଟସେପଟ ବୁଲିବା ବା ଘୁମିବା କାମ
							ಉದಾಹರಣೆ : 
							ସେ ସବୁବେଳେ ଚକ୍କର ମାରେ    ଘୁରାଘୁରି କରିବା କାରଣରୁ ସେ ବହୁତ ଯାଗା ଦେଖିପାରିଛି
							
ಸಮಾನಾರ್ಥಕ : ଘୁରାଘୁରି, ଠ ମାରିବା
ಇತರ ಭಾಷೆಗಳಿಗೆ ಅನುವಾದ :
Travelling about without any clear destination.
She followed him in his wanderings and looked after him.ಅರ್ಥ : ଯେଉଁ ଅବସ୍ଥାରେ କେହି ଫାନ୍ଦରେ ପଡ଼ି ଯାଏ ବା ପାଣିରେ ହେଉଥିବା ଭଉଁରୀର ଲାକ୍ଷଣିକ ପ୍ରୟୋଗ
							ಉದಾಹರಣೆ : 
							ପଇସା ଚକ୍କରରେ ପ୍ରତ୍ୟେକ ବ୍ୟକ୍ତି ଫସି ଯାଇଛନ୍ତି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ଶାରୀରିକ ଅବସ୍ଥାରେ କୌଣସି କାରଣରୁ ଏପରି ଜଣାପଡ଼େ ଯେ ସବୁକିଛି ଗୋଲ ଗୋଲ ଘୂରୁଛି ବା ଶରୀର ଘୂରୁଛି
							ಉದಾಹರಣೆ : 
							ବେଳେବେଳେ କିଛି ନଖାଇ ନପିଇ ରହିଲେ ଚକ୍କର ଆସେ
							
ಸಮಾನಾರ್ಥಕ : ମୁଣ୍ଡ ବୁଲାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
वह शारीरिक अवस्था जिसमें किसी कारण से ऐसा आभास होता है कि सब कुछ गोल-गोल घूम रहा है या शरीर घूम रहा है।
कभी-कभी बिना खाए-पिए रहने के कारण भी चक्कर आता है।A reeling sensation. A feeling that you are about to fall.
dizziness, giddiness, lightheadedness, vertigo