ಅರ್ಥ : କୌଣସି ବସ୍ତୁ ବା ବିଷୟକ ଏପରି ଗୂଢ଼ ବର୍ଣ୍ଣନା ଯାହାକୁ ଆଧାରକରି ଉତ୍ତର ଦେବା ବା ସେହି ବସ୍ତୁର ନାମ କହିବାପାଇଁ ବହୁତ ଚିନ୍ତା କରିବାକୁ ପଡ଼େ
							ಉದಾಹರಣೆ : 
							ସେ ଗୋଲକଧନ୍ଦାରେ ପକଉଛି
							
ಸಮಾನಾರ್ಥಕ : ପ୍ରହେଳୀ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ଚକ୍ରାକାର ବାସ୍ତୁରଚନାରେ ଲୋକ ଏଭଳି ଭୁଲିଯାଏ ଯେ ସେ ଶୀଘ୍ର ତାର ଠିକଣା ଜାଗାରେ ପହଞ୍ଚିପାରେ ନାହିଁ
							ಉದಾಹರಣೆ : 
							ଆମ୍ଭେମାନେ ଲକ୍ଷ୍ନୌରେ ଗୋଲକଧନ୍ଦା ଦେଖିଲୁ
							
ಇತರ ಭಾಷೆಗಳಿಗೆ ಅನುವಾದ :
वह चक्करदार वास्तु-रचना जिसमें आदमी इस प्रकार भूल जाता है कि जल्दी ठिकाने पर नहीं पहुँच सकता।
हम लोगों ने लखनऊ की भूल भूलैया देखी।ಅರ್ಥ : ଶୀଘ୍ର ମୁକ୍ତି ମିଳୁ ନଥିବା ଝିଞ୍ଜଟ ବା ଗୋଳମାଳ
							ಉದಾಹರಣೆ : 
							ହେ ଭଗବାନ ମୁଁ ଏ କି ଗୋଲକଧନ୍ଦାରେ ପଶି ଯାଇଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ऐसा झंझट या बखेड़ा जिससे जल्दी छुटकारा न मिले।
घर-गृहस्थी भी एक गोरखधंधा है।