ಅರ್ಥ : ଗୀତ ମାଧ୍ୟମରେ କାହାରି ଗୁଣ, ଯଶ ପ୍ରଶଂସାଆଦିର ବର୍ଣ୍ଣନା
							ಉದಾಹರಣೆ : 
							ପ୍ରାଚୀନ କାଳରେ ଭାଟମାନେ ନିଜ ରାଜାମହାରାମାନଙ୍କ ଗୁଣଗାନ କରିବାରେ ଥକି ଯାଉନଥିଲେ
							
ಸಮಾನಾರ್ಥಕ : ଯଶୋଗାନ
ಇತರ ಭಾಷೆಗಳಿಗೆ ಅನುವಾದ :
किसी के गुण, यश, प्रशंसा आदि का गीत के माध्यम से वर्णन।
प्राचीन काल में बंदीजन अपने राजा-महाराजाओं का यशोगान करते नहीं थकते थे।ಅರ್ಥ : କାହାର ଭଲଗୁଣ ପ୍ରଶଂସା କରିବାର କାର୍ଯ୍ୟ
							ಉದಾಹರಣೆ : 
							ସେ ତାଙ୍କର ଗୁରୁଙ୍କର ଗୁଣଗାନ କରିବାକୁ ପଛାଏ ନାହିଁ
							
ಇತರ ಭಾಷೆಗಳಿಗೆ ಅನುವಾದ :
An expression of approval and commendation.
He always appreciated praise for his work.ಅರ್ಥ : କାହାର ପ୍ରଶଂସାରେ ଗାନ କରାଯାଉଥିବା ଗୀତ
							ಉದಾಹರಣೆ : 
							ସନ୍ଥ ଲୋକ ସବୁବେଳେ ଭଗବାନଙ୍କର ଗୁଣଗାନ କରନ୍ତି
							
ಸಮಾನಾರ್ಥಕ : ପ୍ରଶଂସା ଗୀତ
ಇತರ ಭಾಷೆಗಳಿಗೆ ಅನುವಾದ :
किसी की प्रशंसा में गाया जानेवाला गीत।
संत लोग हमेशा प्रभु का गुणगान गाते रहते हैं।