ಅರ್ಥ : ଯେଉଁ ପଦାର୍ଥ ଯାହା ଖାଇଲେ ବା ଶରୀରରେ ପହଞ୍ଚିଲେ ବିଚ୍ୟୁତି ହୁଏ ଏବଂ ବେଳେ ବେଳେ ପ୍ରାଣୀ ମରିଯାଏ
							ಉದಾಹರಣೆ : 
							ସମୁଦ୍ର ମନ୍ଥନରୁ ପ୍ରାପ୍ତ ବିଷକୁ ଭଗବାନ ଶଙ୍କର ପିଇଗଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
Any substance that causes injury or illness or death of a living organism.
poison, poisonous substance, toxicantಅರ್ಥ : ସମୁଦ୍ର ମନ୍ଥନ ବେଳେ ସମୁଦ୍ରରୁ ବାହାରିଥିବା ପ୍ରଚଣ୍ଡ ବିଷ
							ಉದಾಹರಣೆ : 
							ବିଶ୍ୱ କଲ୍ୟାଣପାଇଁ ଭଗବାନ ଶଙ୍କର ହଳାହଳକୁ ପିଇ ଗଲେ
							
ಸಮಾನಾರ್ಥಕ : କାଳକୂଟ, କାଳକୂଟ ବିଷ, ହଳାହଳ, ହଳାହଳ ବିଷ
ಇತರ ಭಾಷೆಗಳಿಗೆ ಅನುವಾದ :