ಅರ್ಥ : ମନକୁ ଆମୋଦିତ କଲାଭଳି କଥା ବା କାମ
							ಉದಾಹರಣೆ : 
							ମୋ ସହିତ ଥଟ୍ଟା ତାମସା କରନାହିଁ
							
ಸಮಾನಾರ್ಥಕ : ଥଟ୍ଟା, ଥଟ୍ଟା ତାମସା, ପରିହାସ, ମଜା, ହସ ପରିହାସ, ହସ ମଜା, ହାସ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :
मन बहलाने वाली बात।
वह सबसे हँसी-मज़ाक़ करते रहता है।ಅರ್ಥ : କେବଳ ମନକୁ ଆନନ୍ଦଦେବାପାଇଁ କରାଯାଉଥିବା କାର୍ଯ୍ୟ
							ಉದಾಹರಣೆ : 
							ପିଲାମାନେ ପାଣିରେ ଖେଳୁଛନ୍ତି
							
ಸಮಾನಾರ್ಥಕ : ଆମୋଦପ୍ରମୋଦ, କେଳି, କ୍ରୀଡା, ଖେଳ, ବିନୋଦ, ବିହାର
ಇತರ ಭಾಷೆಗಳಿಗೆ ಅನುವಾದ :
Activities that are enjoyable or amusing.
I do it for the fun of it.