ಅರ್ಥ : କୌଣସି ବ୍ୟକ୍ତି ଆଦିର ବୈକଳ୍ପିକ ନାମ
							ಉದಾಹರಣೆ : 
							ପୋଲିସ ଏହି ଘଟଣାରେ ଜଣେ ମୁଖ୍ୟ ଅଭିଯୁକ୍ତ ରାକେଶ ସିଂ ଓରଫ ରାକାକୁ ଖୋଜୁଛି  କେତେକ ଲୋକ ତାଙ୍କ ପ୍ରକୃତ ନାମ ଅପେକ୍ଷା ଉପନାମରେ ଅଧିକ ପ୍ରସିଦ୍ଧ ହୁଅନ୍ତି
							
ಸಮಾನಾರ್ಥಕ : ଓରଫ
ಅರ್ಥ : କୌଣସି ବ୍ୟକ୍ତି, ବସ୍ତୁଆଦିର ପ୍ରକୃତ ନାମରୁ ଅଲଗା କୌଣସି ଦ୍ୱିତୀୟ ନାମ ଯାହାଦ୍ୱାରା ସେ ପ୍ରସିଦ୍ଧ ହୋଇଛନ୍ତି ବା ଡକାଯାଉଛନ୍ତି
							ಉದಾಹರಣೆ : 
							କବି ରାମଧାରୀ ସିଂହ  ତାଙ୍କର ଉପନାମ ଦିନକର ରୂପେ ପ୍ରସିଦ୍ଧ
							
ಇತರ ಭಾಷೆಗಳಿಗೆ ಅನುವಾದ :