ಅರ್ಥ : ହିତ କାମ ବତାଇବା, ଭଲ କଥା ବା ଭଲ କାମ କରିବାପାଇଁ କହିବା କାର୍ଯ୍ୟ
							ಉದಾಹರಣೆ : 
							ଗୀତାରେ ଭଗବାନ କୃଷ୍ଣଙ୍କଦ୍ୱାରା ଦିଆଯାଇଥିବା ଉପଦେଶ ସମଗ୍ର ମାନବ ସମାଜ ନିମନ୍ତେ କଲ୍ୟାଣକାରୀ
							
ಸಮಾನಾರ್ಥಕ : ଶିକ୍ଷା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହାରି କିଛି କଥା ଶୁଣି ସେହି ଅନୁସାରେ କାମ କରିବା
							ಉದಾಹರಣೆ : 
							ଆମେ ବଡ଼ମାନଙ୍କ ଉପଦେଶ ଅନୁସାରେ ବହୁତ କାମ କରିଥାଉ
							
ಇತರ ಭಾಷೆಗಳಿಗೆ ಅನುವಾದ :
किसी की कोई बात सुनकर उसके अनुसार काम करने की क्रिया।
हम बहुत सारे कार्य बड़ों के आश्रव के द्वारा करते हैं।