ಅರ್ಥ : କୌଣସି ପ୍ରଭାବଶାଳି ବ୍ୟକ୍ତିକୁ ଲକ୍ଷକରି କହିବା କିମ୍ବା କରିବାପାଇଁ ହେଉଥିବା ସଂକେତ
							ಉದಾಹರಣೆ : 
							ମୋତେ ଚିତ୍ରକଳାର ପ୍ରେରଣା ମାଆଙ୍କଠାରୁ ମିଳିଛି
							
ಸಮಾನಾರ್ಥಕ : ପ୍ରେରଣା
ಇತರ ಭಾಷೆಗಳಿಗೆ ಅನುವಾದ :
किसी प्रभावशाली व्यक्ति या क्षेत्र की ओर से कुछ कहने या करने के लिए होनेवाला संकेत।
मुझे चित्रकला की प्रेरणा माँ से मिली।ಅರ್ಥ : କିଛି କରିବାପାଇଁ କାହାରି ଉତ୍ସାହ ବଢ଼ାଇବାର ପ୍ରକ୍ରିୟା
							ಉದಾಹರಣೆ : 
							ସେ ପ୍ରତିଯୋଗୀମାନଙ୍କୁ ପ୍ରୋତ୍ସାହନ ଦେଉଥିଲେ
							
ಸಮಾನಾರ್ಥಕ : ପ୍ରୋତ୍ସାହ, ପ୍ରୋତ୍ସାହନ
ಇತರ ಭಾಷೆಗಳಿಗೆ ಅನುವಾದ :
कुछ करने के लिए किसी का उत्साह बढ़ाने की क्रिया।
वह प्रतियोगियों को प्रोत्साहन दे रहा था।ಅರ್ಥ : ମନରେ ଉତ୍ପନ୍ନ ହେଉଥିବା ଏକ ମନୋବେଗ ଯାହାଦ୍ୱାରା କାମ କରିବାପାଇଁ ଶକ୍ତି ବଢ଼େ
							ಉದಾಹರಣೆ : 
							ସଚିନ ଉତ୍ସାହ ସହିତ ବଲ୍ ମାରୁଛନ୍ତି
							
ಸಮಾನಾರ್ಥಕ : ଆଗ୍ରହ, ଉଲ୍ଲାସ, ଯତ୍ନ
ಇತರ ಭಾಷೆಗಳಿಗೆ ಅನುವಾದ :
A feeling of excitement.
enthusiasmಅರ್ಥ : କୌଣସି କାମପାଇଁ ହେଉଥିବା ଉତ୍ସାହ
							ಉದಾಹರಣೆ : 
							ନୀରଜ ସବୁ କାମକୁ ବଡ ଫୂର୍ତ୍ତିରେ କରେ
							
ಸಮಾನಾರ್ಥಕ : ଚଞ୍ଚଳତା, ତେଜ, ଫୂର୍ତ୍ତି, ସ୍ପୂର୍ତ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
The gracefulness of a person or animal that is quick and nimble.
agility, legerity, lightness, lightsomeness, nimblenessಅರ್ಥ : ଯେଉଁଥିରେ ଉତ୍ସାହ ଅଛି କିମ୍ବା ଉତ୍ସାହରେ ଭରପୂର୍ଣ୍ଣ
							ಉದಾಹರಣೆ : 
							ସେ ଉତ୍ସାହ ସହକାରେ ଭାଷଣ ଦେଲା
							
ಸಮಾನಾರ್ಥಕ : ଆବେଶପୂର୍ଣ୍ଣ, ସରଗରମ
ಇತರ ಭಾಷೆಗಳಿಗೆ ಅನುವಾದ :
Having or expressing strong emotions.
passionate