ಅರ್ಥ : ହଇରାଣ କରୁଥିବା କଥାଆଦି
							ಉದಾಹರಣೆ : 
							ଆପଣ ନିଜର ଅସୁବିଧା ଜଣାନ୍ତୁ, ତାର ସମାଧାନ କରିବାପାଇଁ ଚେଷ୍ଟା କରାଯିବ
							
ಸಮಾನಾರ್ಥಕ : ଅସ୍ତବ୍ୟସ୍ତତା, ଉଦବିଗ୍ନତା, ହଇରାଣ
ಇತರ ಭಾಷೆಗಳಿಗೆ ಅನುವಾದ :
A situation or condition that is complex or confused.
Her coming was a serious complication.ಅರ್ಥ : କୌଣସି ବସ୍ତୁ ,ପରିସ୍ଥିତି ଆଦିକୁ ଧରିବା ବା ବ୍ୟବହାର କରିବାଯୋଗ୍ୟ କରାଇବା କ୍ରିୟା
							ಉದಾಹರಣೆ : 
							ରାସ୍ତା ପାରି କରିବା ସମୟରେ ରାହୁଳ ଗାଡ଼ି ଅସୁବିଧା ପରିସ୍ଥିତିକୁ ଆସିଲା
							
ಸಮಾನಾರ್ಥಕ : ସମସ୍ୟା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅଡ଼ୁଆ ହେବାର କ୍ରିୟା ବା ଭାବ
							ಉದಾಹರಣೆ : 
							ଏହି କାର୍ଯ୍ୟ କରିବାରେ ଅନେକ ଅଡ଼ୁଆ ଆସିପାରେ
							
ಇತರ ಭಾಷೆಗಳಿಗೆ ಅನುವಾದ :
Trouble or confusion resulting from complexity.
perplexityಅರ್ಥ : ସେହି ସ୍ଥିତି ଯେଉଁଥିରେ କୌଣସି କାମ କରିବାପାଇଁ କିଛି ବିଘ୍ନ ବା ବାଧା ହୁଏ
							ಉದಾಹರಣೆ : 
							ଏହି ପରିସ୍ଥିତିରେ କାମ କରିବା ମୋପାଇଁ କଠିନ ହେଉଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
A condition or state of affairs almost beyond one's ability to deal with and requiring great effort to bear or overcome.
Grappling with financial difficulties.