ಅರ್ಥ : ଯେଉଁ ମହିଳାଙ୍କ ବିବାହ ହୋଇନାହିଁ
							ಉದಾಹರಣೆ : 
							ଅବିବାହିତାମାନଙ୍କର ବିବାହ ଚିନ୍ତା ମା-ବାପାଙ୍କୁ ଘାରେ
							
ಸಮಾನಾರ್ಥಕ : ଅବିବାହିତ ନାରୀ, କୁଆଁରୀ, କୁମାରୀ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହାର ବିବାହ ହୋଇନାହିଁ
							ಉದಾಹರಣೆ : 
							ବିମାନ ପରିଚାରିକାପାଇଁ ପ୍ରଥମେ ଅବିବାହିତା ସ୍ତ୍ରୀମାନଙ୍କୁ ହିଁ ଚୟନ କରାଯାଉଥିଲା
							
ಇತರ ಭಾಷೆಗಳಿಗೆ ಅನುವಾದ :