ಅರ್ಥ : ଅନ୍ୟ କେହି ନ ଚାହିଁଲେ ମଧ୍ୟ ନିଜ ଇଚ୍ଛା ଅନୁସାରେ କୌଣସି କାମ କରିବା ବା କରାଇବା କାର୍ଯ୍ୟ
							ಉದಾಹರಣೆ : 
							ତୁମର ସ୍ୱେଚ୍ଛାଚାର ଏଠାରେ ଚଳିବ ନାହିଁ
							
ಸಮಾನಾರ್ಥಕ : ମନମାନୀ, ସ୍ୱେଚ୍ଛାଚାର
ಇತರ ಭಾಷೆಗಳಿಗೆ ಅನುವಾದ :
Resolute adherence to your own ideas or desires.
bullheadedness, obstinacy, obstinance, pigheadedness, self-will, stubbornnessಅರ್ಥ : ଯାହାକୁ ରୋକାଯାଇ ନ ପାରେ
							ಉದಾಹರಣೆ : 
							ଅବାଧ୍ୟ ମୃତ୍ୟୁ ଉପରେ କାହାର ନିୟନ୍ତ୍ରଣ ଅଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମନ୍ଦଚେଷ୍ଟା କରିବାବାଲା
							ಉದಾಹರಣೆ : 
							ଅବାଧ୍ୟ ବ୍ୟକ୍ତିକୁ ବୁଝାଇବା କଠିନ ହୋଇଥାଏ
							
ಸಮಾನಾರ್ಥಕ : ବିରୁଦ୍ଧାଚାରୀ, ହାନିଜନକ
ಇತರ ಭಾಷೆಗಳಿಗೆ ಅನುವಾದ :