ಅರ್ಥ : ସୀମାଉପରେ ଅବସ୍ଥିତ ହେବା ବା ରହିବା
							ಉದಾಹರಣೆ : 
							ନେପାଳ ଭାରତର ସୀମାରେ ଅବସ୍ଥିତ
							
ಸಮಾನಾರ್ಥಕ : ଅବସ୍ଥିତ ହେବା, ସ୍ଥିତ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
* सीमा पर स्थित होना या लगे होना।
नेपाल भारत की सीमा पर है।ಅರ್ಥ : କେଉଁଠାକୁ ଯିବାପାଇଁ କୌଣସି ଜିନିଷ, ପଶୁ,ଆରୋହୀଆଦି ଉପରେ ବସିବା ବା ଅବସ୍ଥାନ କରିବା
							ಉದಾಹರಣೆ : 
							ରଜତ ବସ୍ରେ ଚଢ଼ିଲା
							
ಸಮಾನಾರ್ಥಕ : ଆରୋହଣ କରିବା, ଆସୀନ ହେବା, ଚଢ଼ିବା, ବସିବା
ಇತರ ಭಾಷೆಗಳಿಗೆ ಅನುವಾದ :
कहीं जाने के लिए किसी चीज, जानवर, सवारी आदि के ऊपर बैठना या स्थित होना।
रजत बस पर चढ़ा।ಅರ್ಥ : କୌଣସି ସ୍ଥାନରେ ଅବସ୍ଥିତ ହେବା ବା ଏକ ନିଶ୍ଚିତ ସ୍ଥିତିରେ ରହିବା
							ಉದಾಹರಣೆ : 
							ହିମାଳୟ ଭାରତର ଉତ୍ତରରେ
							
ಸಮಾನಾರ್ಥಕ : ଅବସ୍ଥିତ ହେବା, ରହିବା
ಇತರ ಭಾಷೆಗಳಿಗೆ ಅನುವಾದ :
Be located or situated somewhere. Occupy a certain position.
lie