ಅರ್ಥ : ଲୁଚାଛପା କଥା ଲକ୍ଷଣରୁ ଜାଣିବା
							ಉದಾಹರಣೆ : 
							ଚାକରାଣୀକୁ ଦେଖି ମୁଁ ଅନୁମାନ କରିନେଲି ଯେ ସେ କିଛି ଲୁଚାଉଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
Judge tentatively or form an estimate of (quantities or time).
I estimate this chicken to weigh three pounds.ಅರ್ಥ : ଅନୁମାନ କରିବା
							ಉದಾಹರಣೆ : 
							ଆପଣ ଏହି କଲମର ମୂଲ୍ୟ ଅନୁମାନ କରନ୍ତୁ?
							
ಸಮಾನಾರ್ಥಕ : ଅନ୍ଦାଜକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
Judge tentatively or form an estimate of (quantities or time).
I estimate this chicken to weigh three pounds.ಅರ್ಥ : କଥାବାର୍ତ୍ତା କରି ବା ଅନ୍ୟ କୌଣସି ପ୍ରକାରରେ ଅନ୍ଦାଜ ଲଗାଇବା
							ಉದಾಹರಣೆ : 
							ଗୁପ୍ତଚର ଶତ୍ରୁପକ୍ଷର ଶକ୍ତିର କଳନା କରୁଛି
							
ಸಮಾನಾರ್ಥಕ : ଅନ୍ଦାଜ ଲଗାଇବା, କଳନା କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏଭଳି ହୋଇପାରେ କିମ୍ବା ଏଭଳି ହେବା ଏହାକୁ ନିଜ ମନରେ ଜାଣିବା
							ಉದಾಹರಣೆ : 
							ମଙ୍ଗଳା ଅଧିକତର ଠିକ ଅନୁମାନ କରେ
							
ಸಮಾನಾರ್ಥಕ : ଅଟକଳ କରିବା, ଅନ୍ଦାଜ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ऐसा हो सकता है या होगा ऐसा अपने मन में समझना।
मंगला अधिकतर सही अनुमान लगाती है।Judge tentatively or form an estimate of (quantities or time).
I estimate this chicken to weigh three pounds.