ಅರ್ಥ : ଦର୍ଶନର ଅଭାବ
							ಉದಾಹರಣೆ : 
							ସେ ନିଜର ଅଦୃଶ୍ୟତାକୁ ବଜାୟ ରଖିବାପାଇଁ ଘରୁ ଆଦୌ ବାହାରକୁ ବାହାରିଲେ ନାହିଁ
							
ಸಮಾನಾರ್ಥಕ : ଅଦର୍ଶନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅଦୃଶ୍ୟ ବା ଲୁପ୍ତ ହେବାର ଅବସ୍ଥା ବା ଭାବ
							ಉದಾಹರಣೆ : 
							ସ୍ୱାମୀଜୀଙ୍କ ଅଦୃଶ୍ୟତା ଆଜି ପର୍ଯ୍ୟନ୍ତ ଜଟିଳପ୍ରଶ୍ନ ହୋଇ ରହିଛି
							
ಸಮಾನಾರ್ಥಕ : ବିଲୁପ୍ତତା
ಇತರ ಭಾಷೆಗಳಿಗೆ ಅನುವಾದ :